ବଡ଼ ଅଫର୍, ଗ୍ୟାଙ୍ଗଷ୍ଟର୍ ଲରେନ୍ସଙ୍କୁ ଗୁଳି କଲେ ମିଳିବ ୧ କୋଟି
ମୁମ୍ବାଇ : ବଡ଼ ଅଫର୍। ଯିଏ ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏନ୍କାଉଣ୍ଟର କରିବ ତାକୁ ମିଳିବ କୋଟିଏ ଟଙ୍କା। ଏଭଳି କିଛି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏନ୍ସିପି ନେତା…