ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ
ପୁରୀ: ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ମୋଟ ୨୦ ଜଣଙ୍କୁ ମୂତୟନ କରାଯାଇଛି । ଦୁଇଟି ସିଫ୍ଟରେ…