ପହଣ୍ଡି ବେଳେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନ ମନ୍ତ୍ରୀ
ପୁରୀ : ପୁରୀରେ ଆଡପ ପହଣ୍ଡି ବେଳେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ । ଏହା ସାମାନ୍ୟ ଦୁର୍ଘଟଣା ଥିଲା । ଏହା ଲୀଳାମୟଙ୍କ ଲୀଳା । ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା…