Month: June 2024

ଯୌନ ଶୋଷଣ ଅଭିଯୋଗରେ ସିଆରପିଏଫ ଡିଆଇଜିଙ୍କୁ ବହିଷ୍କାର କଲେ ସରକାର

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀର କିଛି ମହିଳା ଯବାନଙ୍କ ଦ୍ୱାରା ସିଆରପିଏଫ ଡିଆଇଜିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଡେପୁଟି ଇନ୍‌ସପେକ୍ଟର ଜେନେରାଲ…

ଲିଙ୍ଗଗତ ସମ୍ବେଦନଶୀଳତା ଉପରେ କମିଟି ଗଠନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ଏହାର ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପୁନର୍ଗଠନ କରିଛନ୍ତି। ସୁପ୍ରିମ୍‌କୋର୍ଟ (ନିବାରଣ, ନିଷେଧ ଓ ସମାଧାନ) ନିୟମାବଳୀ, ୨୦୧୩ରେ ମହିଳାଙ୍କ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଯୌନ ଉତ୍ପୀଡ଼ନର ଧାରା ୪(୨) ଦ୍ୱାରା ପ୍ରଦତ୍ତ…

୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ମୋଦି

କନ୍ୟାକୁମାରୀ : ଶେଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଅର୍ଥାତ ମେ’ ୩୦ ବିଳମ୍ବିତ ସନ୍ଧ୍ୟାରୁ ମୋଦି କନ୍ୟାକୁମାରୀର ବିବେକାନନ୍ଦ ରକ ମେମୋରିଆଲରେ ଧ୍ୟାନରେ ବସିଥିଲେ। ଦୀର୍ଘ ୪୫ ଘଣ୍ଟା ପରେ ଆଜି…

ବୈଠକ ପରେ ଇଣ୍ଡିଆ ମେଣ୍ଟର ବଡ଼ ଦମ୍ଭୋକ୍ତି: ଆମେ ଜିତିବୁ ୨୯୫ରୁ ଅଧିକ ଆସନ

ନୂଆଦିଲ୍ଲୀ :କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକ ଶେଷ ହୋଇଛି। ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଦାବି କରାଯାଇଛି। ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ୨୯୫ରୁ ଅଧିକ ଆସନ ଜିତି କେନ୍ଦ୍ରରେ ସରକାର…

ପୁଣି ଫେରୁଛି ବିଜେପି… ନିଜର ଭବିଷ୍ୟତବାଣୀ ଦୋହରାଇଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଏକଜିଟ୍ ପୋଲ୍ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ପ୍ରଖ୍ୟାତ ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ନିଜର ପୂର୍ବ ପୂର୍ବାନୁମାନକୁ ବଜାୟ ରଖିଛନ୍ତି। ଆଜିର ମତଦାନ ଶେଷ ହେବା ପରେ ସନ୍ଧ୍ୟା…

କେଜ୍ରିଓ୍ବାଲଙ୍କୁ ଝଟକା, ଅନ୍ତରୀଣ ଜାମିନ ଅବଧି ବଢାଇବାକୁ ମନାକଲେ ଦିଲ୍ଲୀକୋର୍ଟ

ନୂଆଦିଲ୍ଲୀ: ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ୭ ଦିନିଆ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ କେଜ୍ରିଓ୍ବାଲ କରିଥିବା ଆବେଦନକୁ ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ଖାରଜ କରିଦେଇଛନ୍ତି…