ଭୋଟ ବର୍ଜନ କଲେ ଯୋମୁନାଗଡ଼ ବସ୍ତି ବାସିନ୍ଦା: କହିଲେ, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମତଦାନ କରିବୁ ନାହିଁ
ଶିମିଳିପାଳ: ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀ ଯୋମୁନାଗଡ଼ର ବସ୍ତି ବାସିନ୍ଦା ଭୋଟ ବର୍ଜନ କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ଶିମିଳିପାଳର ଯୋମୁନାଗଡ଼ର ବିସ୍ଥାପିତ ଭୋଟ ବର୍ଜନ କରିଥିବା…