Month: June 2024

ଦିଲ୍ଲୀ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ବୃହତ୍ ବିଜୟ ପରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆଜି ଦିଲ୍ଲୀରେ ବସୁଛି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ସେ ଯୋଗ…

ନବୀନଙ୍କୁ ଭେଟିବାକୁ ଚାହୁଁଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ୨୪ ବର୍ଷ ୯୦ ଦିନ ସରକାରର ପତନ ହୋଇଛି। ଏହା ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିର୍ବାଚନ ଫଳାଫଳରେ ଏହା ପ୍ରତିଫଳିତ ହୋଇଛି। ଏବେ ବିଜେପି ସରକାର ଗଢ଼ିବାକୁ ଯାଉଛି। ବିଜେଡିର ବିପର୍ଯ୍ୟୟ ପଛରେ ଦଳର ଅନ୍ୟତମ ନେତା…

ପରସ୍ପରକୁ ଧକ୍କା ଦେଲେ ଏକାଥରେ ୭ଟି ଗାଡି

କେନ୍ଦୁଝର : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି କେବେ ହୁଏତ ଆଖିରେ ଦେଖିନଥିବେ ଏତେ ବଡ ଦୁର୍ଘଟଣା । ଗୋଟେ କି ଦୁଇଟି ନୁହେଁ ଏକାଥରେ ୭ଟି ଗାଡି ।…

ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ,ଲାଗୁ ହେବ ଆୟୁଷ୍ମାନ ଯୋଜନା: ମନମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କିଏ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ । ସରକାର ଆସିବା ମାତ୍ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା କରିବୁ । ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବୁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି…

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନାଭିସ୍‌

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ୨୦୧୪ରୁ ୨୦୧୯ ଯାଏ ମୁଖ୍ୟମନ୍ତ୍ରୀ ପଦରେ ଥିବା ଫଡନାଭିସ କହିଛନ୍ତି, “ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି…

ମହାନଦୀ ସେତୁ ଭିତରକୁ ଛିଟିକି ପଡିଲା ଡିଜେଲ ବୋଝେଇ ଟ୍ରକ

ସୋନପୁର : ସୋନପୁର ମହାନଦୀ ସେତୁ ଉପରେ ଡିଜେଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଚାଳକ । ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡରୁ ସମ୍ବଲପୁରକୁ ଡିଜେଲ ବୋଝେଇ ଟ୍ରକ ଯାଉଥିବାବେଳେ ଟ୍ରକ ସମ୍ମୁଖ ଭାଗର ୨ଟି ଚକା ଫାଟି…

ଜିତିବା ପରେ ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ

ଭୁବନେଶ୍ବର: ଘର ବାହୁଡା ହେଲେ ହିମାଂଶୁ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ପୁଣି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ ।…

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଜୟ ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତିବା ପରେ ବୈଜୟନ୍ତ ପଣ୍ଡା ବିଜୟ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରର ଦୁହୁରିଆ ଠାରୁ ବାହାରି ୨୦ କିଲୋମିଟର ପଥ ଅତିକ୍ରମ କରି ବଳଦେବଜୀଉଙ୍କ ମନ୍ଦିର ଇଚ୍ଛାପୁର ଠାରେ ଶେଷ ହେବ। ଏହି ଶୋଭାଯାତ୍ରାରେ…

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ ପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି। ଦେଶର ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି।…

୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା…