ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ୭ ଦିନରେ ୫୮୪ କୋଟି ଟଙ୍କା ରୋଜଗାର କଲେ
ଗୁଣ୍ଟୁର: ଲୋକସଭା ନିର୍ବାଚନର ଫଳାଫଳ ଆସିବାର ୩ ଦିନ ବିତିଗଲାଣି। ଏଥର ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ ଏବଂ ସହଯୋଗୀମାନଙ୍କ ସହାୟତାରେ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ବିଜେପିକୁ ସମର୍ଥନ…