Month: June 2024

ରାଜ୍ୟ ବିଜୁ ସେତୁ ଯୋଜନାର ଉପଦେଷ୍ଟାଙ୍କ ନାମରେ ଠକେଇ ଅଭିଯୋଗ କଲେ ଡାକ୍ତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ବିଜେଡି ନେତାଙ୍କ ନାମରେ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଜଣକ ହେଉଛନ୍ତି ସିନିୟର୍ ମେଡିସିନ ସ୍ପେଶାଲିଷ୍ଟ ସାଗର ଚନ୍ଦ୍ର ନାଏକ। ଡାକ୍ତର ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ…

ମୋଦି ୩.୦ ସରକାରରେ ନାହାନ୍ତି ସ୍ମୃତି ଇରାନୀ, ଅନୁରାଗ ଠାକୁର ଓ ନାରାୟଣ ରାଣେ !

ନୂଆଦିଲ୍ଲୀ : କୃତୀୟ ଥର ଲାଗି ମୋଦି ଦଶର ପ୍ରଧାନମନ୍ତ୍ରୀ ହେଲେ | ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ସାଂସଦମାନଙ୍କୁ ମଧ୍ୟ ଫୋନ କଲ ଯାଉଛି। ସମ୍ଭାବ୍ୟ ୫୨ ଜଣ ମନ୍ତ୍ରୀଙ୍କ ସହ ମୋଦି ମଧ୍ୟ ବୈଠକ କରି ସାରିଛନ୍ତି।…

୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ବଦଳିଛି। ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ବିଜେପି ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୧…

‘ଯେଉଁମାନେ କଂସ, ସେମାନଙ୍କୁ ଓଡ଼ିଶାବାସୀ ଜବାବ ଦେଇଛନ୍ତି’

ଭୁବନେଶ୍ବର : ଜେଲ୍‌ରୁ ବାହାରିବା ପରେ ଗର୍ଜିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଉ କହିଛନ୍ତି, ଯେଉଁମାନେ କଂସ, ଯେଉଁମାନେ ଅନ୍ୟାୟ, ଅତ୍ୟାଚାର ଓ ବ୍ୟାଭିଚାର କରି ଏକ ଛତ୍ରବାଦ ଶାସନ ଚଳାଇଥିଲେ, ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେଇଛନ୍ତି। ଧର୍ମର ଜୟ ହୋଇଛି…

ଗରିବ ଜନତାଙ୍କଠାରୁ ଅଧିକ ଟିକସ ଆଦାୟ କରିବ ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଂକଟ ଦୂର ଓ ଋଣ ପରିଶୋଧ ପାଇଁ ଲୋକମାନଙ୍କଠାରୁ ବିପୁଳ ଟିକସ ଆଦାୟ କରିବାକୁ ପ୍ରସ୍ତୁତି ଚାଲିଛି। ଗତ କିଛି ବର୍ଷ ହେବ ପାକିସ୍ତାନ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଛି। ଅଟା ଓ ଡାଲି ପରି ଅତ୍ୟାବଶ୍ୟକ ସାମଗ୍ରୀ…

ଆର୍‌ଜିଏଚ୍‌ରେ ମେସିନ ଖତ ଖାଉଛି, ରୋଗି ହଇରାଣ

ରାଉରକେଲା: ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଧୋକା ଦେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ନୂଆ ସରକାର ଦାୟିତ୍ବ ନେବା ପରେ ସମାଧାନର ବାଟ ଫିଟିବ ବୋଲି ଆଶା କରାଯାଉଛି। ଗୋଟିଏ କି ଦୁଇଟି ବିଭାଗରେ ଅନେକ ବିଭାଗରେ…

ଭୁବନେଶ୍ବରରେ ମୋଦି ପୁଣି କରିବେ ରୋଡ୍‌ ସୋ’

ଭୁବନେଶ୍ବର: ମାସକ ବ୍ୟବଧାନରେ ରାଜଧାନୀ ଭୁବନେଶ୍ବରବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ଦେଖିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍‌ ସୋ’ କରିବେ। ମୋଦୀଙ୍କ ଏହି…

ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଦ୍ରୋହ ! ପଦ ଗ୍ରହଣ କରିବାକୁ ମନା କଲେ ପ୍ରଫୁଲ ପଟେଲ

ନୂଆଦିଲ୍ଲୀ : ସରକାର ଗଠନ ହୋଇନି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। କିନ୍ତୁ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏନଡିଏରେ ଥିବା ଅଜିତ ପାୱାରଙ୍କ ଏନସିପି ନିଜ ପସନ୍ଦର…

ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲ ହେବେ ମନ୍ତ୍ରୀ, ପାଇଛନ୍ତି ଫୋନ୍ କଲ୍!

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ସହିତ ସେ ତୃତୀୟ ଥର ପାଇଁ ଲଗାତାର ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦିଙ୍କ ସହିତ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ…

ରାଜନୀତି ଛାଡ଼ିଲେ ପାଣ୍ଡିଆନ୍‌, ବିଜେଡି କର୍ମୀଙ୍କୁ ହାତ ଯୋଡ଼ି ଭୁଲ୍‌ ମାଗିଲେ

ଭୁବନେଶ୍ବର : ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭି.କେ ପାଣ୍ଡିଆନ୍‌। ଆଜି ସୋଶାଲ୍‌ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍‌…