ନିଟ ଓ ୟୁଜିସି-ନେଟ ପ୍ରସଙ୍ଗ: ଶିକ୍ଷାମନ୍ତ୍ରୀଙ୍କ ଘରେ ଆଗରେ ଟଙ୍କା ଉଡ଼ାଇ ବିକ୍ଷୋଭ
ନୂଆଦିଲ୍ଲୀ : ନିଟ ପ୍ରଶ୍ନପତ୍ର ଲିକ ଓ ୟୁଜିସି-ନେଟ ପରୀକ୍ଷା ରଦ୍ଦ ହେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହା ବିରୋଧରେ ଆଜି କଂଗ୍ରେସର ଛାତ୍ର ସଂଗଠନ ଏନଏସ୍ୟୁଆଇ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଜି ଏନଏସ୍ୟୁଆଇର ଶତାଧିକ ସଦସ୍ୟ…