Month: May 2024

ଏସଏଚଜି ମହିଳାଙ୍କୁ ପ୍ରଭାବିତ କରୁଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପିର ସେଂଟ୍ରାଲ ଟିମ୍‌

ଭୁବନେଶ୍ବର : ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କ ବିରୁଦ୍ଧରେ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି ବିଜେପି। କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ୍ କରିବା ନିମନ୍ତେ…

ଦିଲ୍ଲୀ ଏଲ୍‌ଜିଙ୍କ ଛାଟ, ବିଦା ହେଲେ ମହିଳା କମିଶନର ୨୨୩ କର୍ମଚାରୀ

ନୂଆଦିଲ୍ଲଈ : ଦିଲ୍ଲୀ ଏଲ୍‌ଜିଙ୍କ ଛାଟ। ଆକ୍ସନ ମୁଡ୍‌ରେ ଉପରାଜ୍ୟପାଳ ବିନୟ ସାକ୍ସେନା। ବିଦା ହେଲେ ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀ। ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଏହି କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର…

ପୁଣି ଉବୁଟୁବୁ ଦୁବାଇ, ସ୍କୁଲ-କଲେଜ ବନ୍ଦ, ବିମାନ ଉଡାଣ ବାତିଲ

ଦୁବାଇ : ପୁଣି ଉବୁଟୁବୁ ହେଲା ଦୁବାଇ। ସଂଯୁକ୍ତ ଆରବ ଏମିରେଟ୍‌ରେ ପୁଣି ପ୍ରବଳ ବର୍ଷା ସାଙ୍ଗକୁ ହେଲା ଭୟଙ୍କର ଝଡ ତୋଫାନ୍‌। ବର୍ଷା ଯୋଗୁ ପୁଣି ଥରେ ରାସ୍ତାଘାଟ ପଣି ଜମିଛି। ପ୍ରବଳ ବର୍ଷା ଯୋଗୁ ୟୁଏଇରେ ଅରେଞ୍ଜ ଆଲର୍ଟ…

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ ମନ୍ତ୍ରୀ

ବେଙ୍ଗାଲୁରୁ : ଅଶ୍ଳୀଳ ଭିଡିଓ ମାମଲାରେ ଫଶିଛନ୍ତି କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା। ଏବେ ତାଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକର କଂଗ୍ରେସ ସରକାରର ଜଣେ ମନ୍ତ୍ରୀ ରେଭାନ୍ନାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିଛନ୍ତି।…

ଅନ୍‌ଲାଇନ୍‌ରେ ଆସିଥିଲା ପାର୍ସଲ, ବିସ୍ଫୋରଣରେ ୨ ମୃତ

ଅହମ୍ମଦାବାଦ : ଅନ୍‌ଲାଇନ୍‌ରେ ଆସିଥିଲା ପାର୍ସଲ। ଖୋଲିବା ପରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ବାପା-ଝିଅଙ୍କ ଜୀବନ। ସେହିପରି ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁଜରାଟର ସାବରକଣ୍ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁଜରାଟର ସାବରକଣ୍ଠା ବଡାଲି ତାଲୁକାର…

ପଥର ଖଣିରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୪ ଜୀବନ

ବିଶାଖାପାଟଣା : ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ଗୁରୁତର ହୋଇଛନ୍ତି। ଖାଦାନାରେ ନିୟୋଜିତ ଶ୍ରମିକମାନେ ଗୋଟିଏ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ…

କଟିଲା ବ୍ରିଜଭୂଷଣଙ୍କ ଟିକେଟ୍‌, ପୁଅକୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ : ହେବିଓ୍ୱେଟ୍‌ ନେତାଙ୍କୁ ଆଉଟ୍‌ କଲା ବିଜେପି। ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଛନ୍ଦି ହୋଇଥିବା ବିଜେପି ନେତା ବ୍ରିଜଭୂଷଣ ଶରଣଙ୍କ କଟିଲା ଟିକେଟ୍‌। ଏଥିର ବିଜେପି ତାଙ୍କୁ ନିର୍ବାଚନ ରେସ୍‌ରୁ ଆଉଟ୍‌ କରିଛି। ତାଙ୍କ…

ନାମାଙ୍କନ ଦାଖଲ କଲେ ମନ୍ମଥ ଓ ଅପରାଜିତା; ମୁହାଁମୁହିଁ ହେଲେ ସମର୍ଥକ

ଭୁବନେଶ୍ବର : ଭୁବନେଶ୍ୱର ଲୋକସଭା ଆସନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ଦୁଇ ହେଭିୱେଟ ନେତା। ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା…

ଶାବକକୁ ଜନ୍ମ ଦେଇନପାରି ପ୍ରସବ ବେଦନାରେ ଛଟପଟ ହେଉଥିବା ମାଆ ହାତୀର ମୃତ୍ୟୁ

କେନ୍ଦୁଝର : ଶାବକକୁ ଜନ୍ମ ଦେଇନପାରି ପ୍ରସବ ବେଦନାରେ ଛଟପଟ ହେଉଥିବା ମାଆ ହାତୀର ମୃତ୍ୟୁ ଘଟିଛି। ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ଅନ୍ତର୍ଗତ ବସନ୍ତପୁର ରେଙ୍ଗଟା ସାହି ନିକଟସ୍ଥ ଜଙ୍ଗଲରେ। ବୁଧବାରଠାରୁ…

ସାଇବର୍‌ ଠକେଇରୁ କେମିତି ମୁକ୍ତି ପାଇବେ ସେ ନେଇ ସୂଚନା ଦେଲେ କମିସନରେଟ୍‌ ପୁଲିସ

ଭୁବନେଶ୍ବର:ଆପଣଙ୍କ ପାଖକୁ ଆସୁଛିକି ସ୍ପାମ କଲ ? ବିଭିନ୍ନ ପ୍ରଲୋଭନ ଦେଖାଇ ଆପଣଙ୍କୁ ଠକିବା ପାଇଁ ସାଇବର ଅପରାଧୀ ଫୋନ୍‌ କରୁଛନ୍ତି କି? ସାଇବର ଅପରାଧୀ ଯଦି ଆପଣଙ୍କୁ ଠକି ଟଙ୍କା ନେଇ ଯାଇଛନ୍ତି ତେବେ ଏହି ସମୟରେ ଆପଣ କ’ଣ…