Month: May 2024

ଓଡ଼ିଶାରେ ବିଜେପି ସରକାର ଆସିଲେ ଗ୍ରାମାଞ୍ଚଳ ଓ ସହରୀ ଜୀବନ ହେବ ସୁଖମୟ

ଭୁବନେଶ୍ବର: ସହରୀ ଜୀବନ ଓ ସୁଶାସନ ପ୍ରସଙ୍ଗକୁ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି…

ମୋଦୀଙ୍କ ରୋଡ ସୋ ପାଇଁ ୫୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ ରେ ମୁତୟନ ହେବେ ୫୫ ପ୍ଲାଟୁନ ଫୋର୍ସ । ଏନେଇ ସୂଚନା ଦେଲେ ସିପି ସଞ୍ଜୀବ ପଣ୍ଡା । ଏଥି ସହିତ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ ବି ମୁତୟନ କରାଯିବ ।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେବ : ବିଜେପି

କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ବୟାନ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଯଦି ବିଜେପି ଆଗାମୀ ନିର୍ବାଚନରେ ୪୦ରୁ ୫୦ଟି ବିଧାନସଭା ଆସନ ଓଡ଼ିଶାରେ ଜିତିବ, ତା’ହେଲେ ଦଳ ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ…

ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

ଯାଜପୁର: କୋରେଇ ବିଜେପିକୁ ବଡ ଝଟକା । ଦଳ ଛାଡି ବିଜେଡିରେ ମିଶିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ…

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ…

ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ: କଂଗ୍ରେସ

ଭୁବନେଶ୍ଵର: ବିଜେପି ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଏଆସିସି ମୁଖପାତ୍ର ଶମା ମହମଦ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ। ସେଥିପାଇଁ ୪ଶହ ପାର ନାରା ଦେଉଛନ୍ତି ବିରୋଧି । କେବଳ ମୋଦି ନୁହନ୍ତି,…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ସମନ୍‌

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ। ବିଜେପିର ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ କର୍ଣ୍ଣାଟକ ପୁଲିସ ସମନ ପଠାଇଛି। ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ ପୁଲିସ ସମନ କରିଛି। ବେଙ୍ଗାଲୁରୁ ପୁଲିସ ସାମ୍ନାରେ…

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨.୭୯ କୋଟି ଟଙ୍କାର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ…

ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କଳାହାଣ୍ଡି : ବିଜେପି ଫୋକସରେ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର l ପ୍ରତିରକ୍ଷା ମନ୍ତ୍ରୀ ଆଜି ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚି ଥିଲେ କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ତାଙ୍କ ଉଦବୋଧନ ଶୁଣିବା ପାଇଁ ନେତା ଏବଂ କର୍ମୀଙ୍କ…

ପଦମପୁରକୁ ଜିଲ୍ଲା କରାଇ ଦେଉନାହାନ୍ତି ବିରୋଧି: ପାଣ୍ଡିଆନ

ପଦମପୁର: ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ପ୍ରକାଶ କଲେ । ଏପରିକି ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ…