Month: April 2024

ମୁଖତାର ଅନସାରୀ ବିଜେପିର ଗୁଣ୍ଡାମାନଙ୍କ ବିରୋଧରେ ଲଢୁଥିଲେ: ସମାଜବାଦୀ ପାର୍ଟି ବିଧାୟକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖନଉ ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ବିଧାୟକ ରବିଦାସ ମେହେରୋତ୍ରା ମାଫିଆରୁ ରାଜନେତା ହୋଇଥିବା ଦିବଂଗତ ପୂର୍ବତନ ବିଧାୟକ ମୁଖତାର ଅନସାରୀ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏସପି ବିଧାୟକ ରବିଦାସ ମେହେରୋତ୍ରା କହିଛନ୍ତି…

ବିଜେପି ବିଷଧର ସାପଠୁ ବଳି ଭୟଙ୍କର, ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ସବୁ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେବେ ଇତିମଧ୍ୟରେ ନେତାମାନଙ୍କ ପକ୍ଷରୁ ବିବାଦୀୟ ବୟାନବାଜି ଆରମ୍ଭ ହୋଇଯାଇଛି । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାରରେ ବିରୋଧୀ ବିଜେପି ବିରୋଧରେ ବିବାଦୀୟ…

ମଥୁରା ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ହେମାମାଳିନୀ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛିଦିନ ବ‌ାକିଥିବା ବେଳେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତବର୍ଷ ଅକ୍ଟୋବରରେ ହେମା ମାଳିନୀ ୭୫ ବର୍ଷ ବୟସରେ ପ୍ରଦାର୍ପଣ କରିଥିଲେ।…

ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର କିଛି ସମୟ ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା। ଦଳ ଏହି ସ୍ଥାନରେ ତାଙ୍କ ପ୍ରତିଦ୍ବନ୍ଦୀ ମାଧବ ଧଡାଙ୍କୁ ଟିକେଟ୍ ଦେବା ପରେ ପର୍ଶୁରାମ ଧଡା ଇସ୍ତଫା…

୪୧ ଡିଗ୍ରି ଉପରେ ରାଜ୍ୟର ୬ ସହର

ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ଆଜି ତାପମାତ୍ର ୪୧ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇୱାନ; ସୁନାମୀ ଆଲର୍ଟ ଜାରି

ତାଇୱାନରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ ଝଟକା । ଭୂକମ୍ପରେ ଥରିଲା ସାରା ତାଇୱାନ ସମେତ ରାଜଧାନୀ ତାଇପେଇ ଓ ହୁଆଲିଏନ୍ ସହର । ରିକ୍ଟର ସ୍କେଲରେ ଭୂକଂପ ତୀବ୍ରତା ୭.୪ ବୋଲି ସୂଚନା ମିଳିଛି । ଗତ ୨୫ ବର୍ଷରେ…

ପୁଲିସ୍‌ ପଞ୍ଝାରେ ଏରାଗୋଲା ଗ୍ୟାଙ୍ଗ, ବାଟୁଳି ମାରି ଲୁଟ୍‌ କରୁଥିବା ୧୧ ଧରାପଡ଼ିଲେ

ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିବା ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ଏମାନଙ୍କର ଲୁଟର ତରିକା ବେଶ ନୂଆ ଥିଲା। ଗ୍ୟାଙ୍ଗର ସଦସ୍ୟମାନେ ବାଟୁଳି ମାରି କାର କାଚ ଭାଙ୍ଗନ୍ତି ଓ…

ପୁରୀରେ ପୁଣି ବୋମା ମାଡ଼, ଜଣେ ବରିଷ୍ଠ ଆଇନଜୀବୀ ଗୁରୁତର

ପୁରୀ: ପୁରୀରେ ପୁଣି ବୋମା ମାଡ଼ । ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରକୁ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ସୂଚନା । ଖବର ନେବାରେ ଜଣାପଡିଛି ଯେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁରର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର…

ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ନିଶା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

ପୁରୀ: ଚକ୍ରତୀର୍ଥ ରୋଡ଼ରେ ବିଭତ୍ସ୍ୟ ହତ୍ୟାକାଣ୍ଡ। ତଣ୍ଟି ଓ ହାତ, ଗୋଡ଼ କାଟି ଯୁବକଙ୍କୁ ହତ୍ୟା। ବୁଧବାର ଦିନ ଚକ୍ରତୀର୍ଥ ରୋଡରେ ଥିବା ମେଡିକାଲ ନିକଟରୁ ରକ୍ତରେ ଜୁ଼ଡ଼ୁବୁଡ଼ୁ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ପଡିଥିବା…

iPhone ୟୁଜର୍ସଙ୍କୁ ସତର୍କ ସୂଚନା ଜାରି କଲେ ସରକାର

ଆଇ ଫୋନ୍‌ କିମ୍ବା ଆପଲ୍‌ର ଆଇ ପ୍ୟାଡ୍ ତଥା ମ୍ୟାକ୍‌ବୁକ୍‌ ବ୍ୟବହାର କରୁଥିଲେ ସାବଧାନ। ଏ ସମସ୍ତ ଆପଲ ପ୍ରଡକ୍ସ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଯେକୌଣସି ମୁହୂର୍ତ୍ତରେ ହ୍ୟାକ୍‌ ହୋଇପାରେ ଆପଣଙ୍କ ଫୋନ୍। ଇଣ୍ଡିଆନ କମ୍ପ୍ୟୁଟର…