ବୈଶାଖୀ ପାଳନ ପାଇଁ ଶିଖ୍ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ଜାରି କଲା ପାକ୍
ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ ମଙ୍ଗଳବାର କହିଛି ଯେ ବୈଶାଖୀ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଭାରତରୁ ଆସିଥିବା ଶିଖ୍ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ପ୍ରଦାନ କରାଯାଇଛି। ଧାର୍ମିକ ପୀଠ ପରିଦର୍ଶନ ପାଇଁ ଦ୍ୱିପାକ୍ଷିକ ପ୍ରୋଟୋକଲର ବ୍ୟବସ୍ଥା ଅନୁଯାୟୀ ଭାରତରୁ ଶିଖ୍ ଏବଂ…