Month: April 2024

ନିର୍ବାଚନ ନିୟମକୁ ଫୁ’, ଖୁଲମ ଖୁଲା ପ୍ରାର୍ଥୀ ବାଣ୍ଟିଲେ ଟଙ୍କା ଓ ମିଠା

ନିର୍ବାଚନ ନିୟମକୁ ଫୁ’ କରି ଉଡାଇ ଦେଲେ ପ୍ରାର୍ଥୀ। ଖୋଲାଖୋଲି ବାଣ୍ଟିଲେ ଟଙ୍କା। କେବଳ ସେତିକି ନୁହେଁ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ମିଠା ବଣ୍ଟନ ମଧ୍ୟ କଲେ। ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାର ଭିଡିଓ…

ନିର୍ବାଚନ ପୂର୍ବରୁ ଲୋକସଭାରେ ଖାତା ଖୋଲିଲା ବିଜେପି

ଲୋକସଭା ନିର୍ବାଚନ ପାଇଁ ଭୋଟ ପଡ଼ିବା ଓ ଗଣତି ପୂର୍ବରୁ ଖାତା ଖୋଲିଛି ବିଜେପି। ଏବ କି ବାର୍‌ ୪୦୦ ପାର୍‌ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପିକୁ ମିଳିଛି ବଡ଼ ସଫଳତା ବିନା ନିର୍ବାଚନରେ ଆପେଆପେ ସଂସଦକୁ ନିର୍ବାଚିତ ହୋଇଛନ୍ତି…

ମୋଦିଙ୍କ ଅନୁପ୍ରବେଶକାରୀ ବୟାନକୁ ନେଇ ଝଡ଼, ବିରୋଧୀଙ୍କ କଡ଼ା ସମାଲୋଚନା

ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଆଇନ ଅପ୍ରବାସୀ ବା ଅନୁପ୍ରବେଶକାରୀ’ ବୟାନକୁ ନେଇ ବିବାଦ ଦେଖାଯାଇଛି। ରବିବାର ରାଜସ୍ଥାନର ବଂଶୱାରାରେ ମୋଦି ବିଜେପିର ଜୋରଦାର ପ୍ରଚାର କରିଥିଲେ। ଏହି ସମୟରେ ସେ ଅନୁପ୍ରବେଶକାରୀଙ୍କୁ ବିରୋଧୀ ଦେଶର ସବୁ କିଛି ଦେଇ…

ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୧ ପ୍ରଦାନ

ଭୁବନେଶ୍ୱର : ବିଶ୍ୱର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଟାଟାଗ୍ରୁପ୍‍ର ଚେୟାରମ୍ୟାନ୍‍ ଏମେରିଟସ୍‍ ରତନ ଟାଟାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି । ଆଜି ମୁମ୍ବାଇସ୍ଥିତ ରତନ ଟାଟାଙ୍କ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଟାଟା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ…

ଏଲଏଲବି ଷଷ୍ଠ ସେମିଷ୍ଟାର ପରିକ୍ଷା ବାତିଲ

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା…

ମେକ ମାଇଁ ଟ୍ରିପ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ

କଟକ : ଠିକ୍‌ ରେ ସେବା ନ ଦେଲେ ଦଣ୍ଡ ଦେବ ଖାଉଟି ଅଦାଲତ । ତେଣୁ ଅତିଥିଙ୍କୁ ସେବା ଯୋଗାଇବାରେ କରନ୍ତୁନି ଅବହେଳା । ସମ୍ପୃକ୍ତ କମ୍ପାନୀଙ୍କୁ ମହଙ୍ଗା ପଡ଼ିଲା ଠିକ୍‌ ଭାବେ ସର୍ଭିସ ନ ଯୋଗାଇବା । ଏବେ…

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର

ଭୁବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର । ଆଜି ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହେବା ପରେ…

ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର ସତ୍ୟନାରାୟଣଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ମୃତ, ପୁଅ ଗୁରୁତର

ବ୍ରହ୍ମପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାର ମୃତ୍ୟୁ, ପୁଅ ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗାଁରେ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଛି । ସେମାନଙ୍କୁ ପ୍ରଥମେ…