Month: April 2024

ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ

ଗଞ୍ଜାମ: ଇସ୍ତଫା ଦେଲେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକର ଅଧ୍ୟକ୍ଷ । ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଓ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ସ୍ବାଇଁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପଛର କାରଣ ବ୍ୟକ୍ତିଗତ ବୋଲି ଉଭୟ ଉଲ୍ଲେଖ…

ଏପ୍ରିଲ ୨୮ ଏବଂ ମେ ୩ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଓଡିଶା ଆସିବେ ରାହୁଲ ଗାନ୍ଧୀ । କରିବେ ନିର୍ବାଚନୀ ପ୍ରଚାର । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ ।…

କେକରେ ସାକାରିନ ମାତ୍ରା ଅଧିକ ଥିବାରୁ ଚାଲିଯାଇଥିଲା ମାନବୀଙ୍କ ଜୀବନ

ପଟିଆଲା: ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ୧୦ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣା ପରେ ନ୍ୟୁ ଇଣ୍ଡିଆ ବେକେରୀ ମାଲିକଙ୍କ ସମେତ ଚାରିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା | ଏହି ମାସ ଆରମ୍ଭରୁ ଏଭଳି…

ପ୍ରଚାର ବେଳେ ବିଜେଡି ନେତା ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ: ପୁରୀ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ପିପିଲିରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ପ୍ରବଳ ଗରମ ଏବଂ ଆର୍ଦ୍ରତା ତାଙ୍କ ହଠାତ୍ ଅସୁସ୍ଥତାର ସମ୍ଭାବ୍ୟ କାରଣ ବୋଲି କୁହାଯାଇଛି। ପୂର୍ବରୁ ମୁମ୍ବାଇ…

କୋର୍ଟ ଝଟକା ପରେ ରାଗିଲେ ଦିଦି

ଶିକ୍ଷକ ନିଯୁକ୍ତି ମାମଲାରେ କଲିକତା ହାଇକୋର୍ଟ ଝଟକା ଦେବା ପରେ ରାଗି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତାମାନେ ନ୍ୟାୟିକ ବ୍ୟବସ୍ଥା ଓ କୋର୍ଟଙ୍କ ରାୟକୁ ପ୍ରଭାବିତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। କଲିକତା ହାଇକୋର୍ଟ ୨୦୧୬ରେ…

ବିନା ନିର୍ବାଚନରେ ଜିତିଲେ ବିଜେପି ପ୍ରାର୍ଥୀ, କଂଗ୍ରେସ ଆଣିଲା ଫିକ୍ସିଂ ଅଭିଯୋଗ

ଗୁଜରାଟର ସୁରତ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ବିନା ଲଢ଼େଇରେ ବିଜୟୀ ଘୋଷିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନିଙ୍କ ନାମାଙ୍କନକୁ ରିଟର୍ଣ୍ଣି ଅଫିସର ରଦ୍ଦ କରିଥିବା ବେଳେ ବାକି ୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର…

ପ୍ରାର୍ଥିପତ୍ର ଦାଖଲ କଲେ ତାରା, ପ୍ରଦୀପ୍ତ, ପ୍ରଦୀପ ଓ ମାଳବିକା

ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ତାରାପ୍ରସାଦ ବାହିନୀପତି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାରା ବାହିନୀପତି। ନାମାଙ୍କନ ଦାଖଲ ବେଳେ…

ଆରମ୍ଭ ହୋଇଛି ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା

ତାଳଚେର: ସମଗ୍ର ଭାରତରେ ଏମିତି ଏକ ପୀଠ ଅଛି ଯେଉଁଠି ଭକ୍ତଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ନାଁ ଥାଏ ପୂଜକର ମନ୍ତ୍ର ଧ୍ବନି ନା କୈଣସି ପ୍ରତିବନ୍ଧକ । ଏହି ପୀଠ ସହ ସିଧାସଳଖ ରହିଛି ଶ୍ରୀକ୍ଷେତ୍ରର…

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ଭୁବନ‌େଶ୍ବର: ଆଜି ବିଜେଡିର ସପ୍ତମ ତାଲିକା ଘୋଷିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୬ଟି ଆସନରୁ ୫ଟିରେ ପ୍ରାର୍ଥୀ ବଦଳାଯାଇଥିବାବେଳେ କାକଟପୁରରେ କିନ୍ତୁ ଅପରିବର୍ତ୍ତିତ ରଖିଛି ଦଳ। ଏଥର ହିନ୍ଦୋଳରୁ…

ଓଡ଼ିଆ ଭାଷାରେ ‘ମୋଦୀ କି ଗ୍ୟାରେଣ୍ଟି’ ସଂକଳ୍ପ ପତ୍ର ଜାରି କଲା ବିଜେପି

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ଇସ୍ତାହାର ‘ମୋଦୀ କି ଗ୍ୟାରେଣ୍ଟି’ ସଂକଳ୍ପ ପତ୍ରର ଓଡ଼ିଆ ସଂସ୍କରଣ ଉନ୍ମୋଚନ କରିଛି। ଭୁବନେଶ୍ୱରସ୍ଥିତ ଦଳର ରାଜ୍ୟ ମୁଖ୍ୟାଳୟରେ ଏହି ଦସ୍ତାବିଜ ଉନ୍ମୋଚନ କରାଯାଇଛି। ଯେଉଁଥିରେ ବରିଷ୍ଠ…