Month: March 2024

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ…

ଆସିଲା ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ବାରାଣାସୀରୁ ଲଢିବେ ମୋଦୀ, ମୋଟ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ…

ନୀତୀଶ କହିଲେ- ମୁଁ ଆଉ ଏପଟ ସେପଟ ହେବିନି

ପାଟନା : ‘ମୁଁ ଆଉ ପଲଟିବିନି। ମୁଁ ଆଉ ଏପଟ ସେପଟ ହେବିନି। ଆପଣଙ୍କ ସାଥୀରେ ରହିବି। ବିହାର ପାଇଁ କାମ କରିବି।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତେବେ…

ବରମୁଣ୍ଡା ବସ ଟର୍ମିନାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ…

ଜୀବିତ ଥାଉ ଥାଉ ହିତାଧିକାରୀଙ୍କୁ ମୃତ ଘୋଷଣା

ଯାଜପୁର : ରାଜ୍ୟରେ ଥିବା କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ଵାରା କୃଷକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି ହେଉଛି…

କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ +2 ପ୍ରଥମ ବର୍ଷର ଛାତ୍ରୀ…

ସନ୍ଦେଶଖାଲି କଥା ଉଠାଇ ଟିଏମସି ଉପରେ ବର୍ଷିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଛନ୍ତି। ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି। ବେଙ୍ଗଲର ଅର୍ମବାଗରେ ଆୟୋଜିତ…

ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ

ଭୁବନେଶ୍ବର: ରାଜ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କଲେନି ବିଜେପିର ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି। କହିଲେ ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର । ବିଜେଡି ସହିତ ଡବଲ ଇଞ୍ଜିନ ସରକାର କି ପ୍ରଶ୍ନରେ ସିଧାସଳଖ ଉତ୍ତର ଦେଇନଥିଲେ ।…

୫ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା…

ବିଜେପିକୁ AIADMKର ଖୋଲା ଚ୍ୟାଲେଞ୍ଜ

କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଦଳର ପୁରୁଣା ସହଯୋଗୀ AIADMK। ବିରୋଧୀ ମେଣ୍ଟ ଇଣ୍ଡିଆରେ AIADMK ନଥିଲେ ମଧ୍ୟ ତାମିଲନାଡୁରେ ବିଜେପିକୁ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିଜେପିର ଯଦି ଦମ ଅଛି, ତା’ହେଲେ ଦଳ ଦୁଇ କେନ୍ଦ୍ରମନ୍ତ୍ରୀ…