ଜମ୍ମୁର କୁଖ୍ୟାତ ଅପରାଧୀ ରାଜେଶ ଡୋଗରା ଓରଫ ମୋହନର ମୃତ୍ୟୁ
ଶପିଂ ମଲ୍ ବାହାରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ପାଖାପାଖି ୧୭ରୁ ୧୮ ରାଉଣ୍ଡ ହେଲା ଗୁଳିମାଡ। ଏଥିରେ ଟିଳିପଡିଛି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍। ସେପଟେ ଶପିଂ କରିବାକୁ ଆସିଥିବା ଲୋକେ ଭୟଭୀତ ହୋଇପଡିଛନ୍ତି। ପଞ୍ଜାବର ମୋହାଲିରେ ଘଟିଛି…