‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମ, କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ’
ଭୁବନେଶ୍ବର : ‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମେ ଆସୁଛି। କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ।’ ଆଜି ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ଦଳ ତରଫରୁ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି ସମାବେଶ’ ଯୋଗ ଦେଇ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ…