ସୀମା ଓ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗୁଲାମ: ପଠାଇଲେ ୬କୋଟି ଟଙ୍କାର ନୋଟିସ
ନୂଆଦିଲ୍ଲୀ: ପବଜି ଗେମ ଖେଳୁଖେଳୁ ଭାରତରେ ରହୁଥିବା ସଚିନ ମିଣାଙ୍କ ପ୍ରେମରେ ପଡ଼ିଯାଇଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏହାପରେ ସେ ନିଜର ଚାରିପିଲାଙ୍କୁ ଧରି ପାକିସ୍ତାନ ସୀମା ଡେଇଁ ଭାରତକୁ ଚାଲି ଆସିଥିଲେ। ସଚିନ ମିଣାଙ୍କ ପରିବାର ବି ସୀମାଙ୍କୁ…