SBIକୁ କଡ଼ା ନିର୍ଦ୍ଦେଶ: ସିଲେକ୍ଟିଭ୍ ନୁହେଁ ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ଦିଅ
ସିଲେକ୍ଟିଭ୍ ନୁହେଁ ସମସ୍ତ ତଥ୍ୟ। ନିର୍ବାଚନୀ ବଣ୍ଡକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏଭଳି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେ କହିଛନ୍ତି, ଇଲେକଟୋରାଲ ବଣ୍ଡର ସବୁ ତଥ୍ୟ ଦିଅ। ବଣ୍ଡର ସିରିଏଲ୍ ନମ୍ବର ସମେତ କିଏ କିଏ…