ପିଏମ୍କେକୁ ୧୦ଟି ଆସନ ଦେଲା ବିଜେପି
୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ପିଏମ୍କେ ସହିତ ମେଣ୍ଟ କରିଛି ବିଜେପି। ଆଜି ଏହା ଚୂଡ଼ାନ୍ତ ହୋଇଛି। ମେଣ୍ଟ ସର୍ତ୍ତ ଅନୁସାରେ ପିଏମ୍କେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି। ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ ହୋଇ ଲୋକସଭା ନିର୍ବାଚନ…
୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ପିଏମ୍କେ ସହିତ ମେଣ୍ଟ କରିଛି ବିଜେପି। ଆଜି ଏହା ଚୂଡ଼ାନ୍ତ ହୋଇଛି। ମେଣ୍ଟ ସର୍ତ୍ତ ଅନୁସାରେ ପିଏମ୍କେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି। ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ ହୋଇ ଲୋକସଭା ନିର୍ବାଚନ…
ଉମରକୋଟ: ଓଡ଼ିଶାରେ ଛତିଶଗଡ଼ ଉପ-ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ନବରଙ୍ଗପୁରର ଉମରକୋଟରେ ପହଞ୍ଚିଛନ୍ତି ସେ। ଉମରକୋଟ ବିଜୁ ପଟ୍ଟନାୟକ ପାର୍କରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରାରେ ସେ ଉମରକୋଟ ସହର ପରିକ୍ରମା କରିଥିଲେ। ଏକ ଚା’ ଦୋକାନରେ ବସି…
ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ଏଭଳି ନିଷ୍ପତ୍ତି ରାଜ୍ୟ ୟୁନିଟ୍ ନୁହେଁ, କେନ୍ଦ୍ରୀୟ ନେତୃତ୍ୱ ନେବେ ବୋଲି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ସ୍ପଷ୍ଟ କରିଛନ୍ତି।…
ଏନ୍ସିପି ବନାମ ଏନ୍ସିପି। କିଏ ପ୍ରକୃତ ତାକୁ ନେଇ ମହାରାଷ୍ଟ୍ରରେ ଦାଦା ପୁତୁରାଙ୍କ ମଧ୍ୟରେ ଜାରି ରହିଛି ଲଢ଼େଇ। ଏହାର ଭିତରେ ବରିଷ୍ଠ ଏନ୍ସିପି ନେତା ଶରଦ ପାଓ୍ୱାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟ୍କା। ମଙ୍ଗଳବାର ଏନ୍ସିପିର ନିର୍ବାଚନୀ ଚିହ୍ନ ‘ଘଣ୍ଟା’କୁ ବ୍ୟବହାର…
ଭୁବନେଶ୍ବର: ବିଜେଡି- ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରତିକ୍ରିୟା ରଖିଛନ୍ତି। ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟେଟସମ୍ୟାନ ବୋଲି କହିଛନ୍ତି ପାଣ୍ଡିଆନ୍। ରାଜନୀତିକୁ ଛାଡ଼ି…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଖୋଲା ଚିଠି ଜାରି ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ବ୍ଲାକମେଲିଂ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଉପରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥର ଦନ୍ଦରା ନିକଟରେ ବଙ୍ଗୋମୁଣ୍ଡା ପଞ୍ଚାୟତର ପିଇଓ ସତ୍ୟ କୁମାର ଘିଭେଲାଙ୍କଠାରୁ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପିଇଓ ସତ୍ୟ କୁମାର ଘିଭେଲା ଓ…
ଭୁବନେଶ୍ଵର: ବାଲିପାଟଣା ଥାନା ନୂଆସାହି ବଜାର ନିକଟରେ ଅକ୍ଷୟ ମାଝୀ ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ଦିଲୁ ଭୋଇକୁ ବାନ୍ଧିଲା ବାଲିପାଟଣା ପୋଲିସ । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିଲେ…
ଗରିଫ ହୋଇଛନ୍ତି ବିଗ୍ବସ୍ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର୍ ଏଲଭିଶ ଯାଦବ। ସାପ ବିଷ ମାମଲାରେ ପୁଲିସ ତାଙ୍କୁ ରବିବାର ଗିରଫ କରିଛି। ଏହି ମାମଲାରେ ଏବେ ଏଲ୍ଭିଶ ଯାଦବଙ୍କ ପରେ ନୋଏଡା ପୁଲିସ ରାଡାରରେ ଆସିଛନ୍ତି ସିଙ୍ଗର ଫାଜିଲପୁରିଆ।…
ମାଲକାନଗିରି: ଟଳିଲେ ୪ ହାର୍ଡକୋର ମାଓବାଦୀ । ଛତିଶଗଡ଼ ଗଡ଼ଚିରଲୀ ପୋଲିସକୁ ସଫଳତା । କୋଲାମାରକା ଜଙ୍ଗଲରେ ପୋଲିସ୍ – ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ୍ ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଉ…