୭୫ ଟଙ୍କାରେ ୧ ଲିଟର ପେଟ୍ରୋଲ ଦେବାର ପ୍ରତିଶୃତି ଦେଲା ଡ଼ିଏମକେ
ଚେନ୍ନାଇ: ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନ୍ନେତ୍ରା କଡ଼ଗାମ (ଡିଏମକେ) ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରକାଶ କରିଛି। ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ସହିତ ତାମିଲନାଡୁର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ୬୪…