Month: March 2024

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ…

‘ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ, ତାଙ୍କୁ ବେଶି ଦିନ ବନ୍ଦୀ କରି ରଖିପାରିବେନି’

ଅରବିନ୍ଦ କେଜ୍ରିୱାଲଙ୍କୁ ସିଂହ ବୋଲି ସମ୍ବୋଧିତ କରିଛନ୍ତି ପତ୍ନୀ ସୁନିତା କେଜ୍ରିୱାଲ ଏବଂ ତାଙ୍କୁ ବେଶି ଦିନ ବନ୍ଦୀ କରି ରଖାଯାଇ ପାରିବନି ବୋଲି କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

୧୪ ଦିନ ପରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଦୁର୍ଗନ୍ଧ ହେବାରୁ ସ୍ୱାମୀଙ୍କୁ ଜଣାଇଲେ ପଡୋଶୀ

ଭଦ୍ରକ  : ୧୪ ଦିନ ପରେ ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ । ଭଦ୍ରକ ଟାଉନ ଥାନା ଅପର୍ତ୍ତୀବିନ୍ଧା ନିଉ କଲୋନୀରୁ ଉଦ୍ଧାର ହୋଇଛି ଗଲିତ…

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ…

‘କଚାତିବୁ’ ଦ୍ୱୀପ କଥା ଉଠାଇ କଂଗ୍ରେସକୁ ଘେରିଲେ ପ୍ରଧାନମନ୍ତ୍ରୀ

ନିର୍ବାଚନୀ ମାହୋଲ ମଧ୍ୟରେ ରାଷ୍ଟ୍ର ସ୍ୱାର୍ଥ ଉଠାଇ କଂଗ୍ରେସକୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି ‘କଚାତିବୁ’ ଦ୍ୱୀପ କଥା ଉଠାଇ ସୋଶାଲ ମିଡିଆରେ…

ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ…

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ଵର: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହେଲେ ଚିରଞ୍ଜିବୀ…

ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ଲଙ୍କାକାଣ୍ଡ, ୪ ଟ୍ରକ୍‌ରେ ଲଗାଇଲେ ନିଆଁ

ଲୋକସଭା ନିର୍ବାଚନ ପୂର୍ବରୁ ଲାଲ ଆତଙ୍କ। ଛତିଶଗଡରେ ଲଙ୍କାକାଣ୍ଡ ଘଟାଇଲେ ନକ୍ସଲ ବାହିନୀ। ଜାଳିଦେଲେ ୪ଟି ଟ୍ରକ୍‌। ନାରାୟଣ ପୁର ଜିଲ୍ଲାରେ ଲୁହା ପଥର ବୋଝେଇ ୪ଟି…

ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିରହିଥିବାବେଳେ, ଆଜି ସକାଳୁ ସକାଳୁ ଟ୍ବିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ…