Month: February 2024

କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀରଙ୍କ ପରିବାରକୁ ଅଧିକ ସୁବିଧା ଯୋଗାଇବାକୁ ସଂସଦୀୟ ସମିତିର ସୁପାରିଶ

ନୂଆଦିଲ୍ଲୀ: କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିସ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ…

ମେ ୯ ରେ ହୋଇଥିବା ଦଙ୍ଗା ସମ୍ପର୍କିତ ୧୨ଟି ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ

ଲାହୋର: ପାକିସ୍ତାନରେ କିଏ ସରକାର ଗଢ଼ିବେ ତାହା ଏବେ କହିବା କଷ୍ଟକର। ଇମ୍ରାନ ଖାନ ଠାରୁ ନୱାଜ ସରିଫ ପର୍ଯ୍ୟନ୍ତ ସମସ୍ତେ ବିଜୟ ଦାବି କରୁଛନ୍ତି। ଏପର୍ଯ୍ୟନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା…

୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ

ବେଙ୍ଗାଲୁରୁ : ଆସନ୍ତା ୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ । ଏ ଯୋଜନା ଉପରେ କାମ ଚାଲୁ ରହିଛି ବୋଲି ଇସ୍ରୋ ବୈଜ୍ଞାନିକ ତଥା ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି.ବୀରମୁଥୁଭେଲ କହିଛନ୍ତି । ସେ କହିଛନ୍ତି…

ମୋବାଇଲ ନମ୍ବର ବ୍ୟବହାର କରିବା ଛାଡ଼ିଦେବେ ଏଲୋନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଖୁବ୍ ଶୀଘ୍ର ମୋବାଇଲ ନମ୍ବରରୁ ମୁକ୍ତି ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ୍ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ ବର୍ତ୍ତମାନ ସେ ଫୋନ୍ ନମ୍ବର…

ମୋଦିଙ୍କ ନେତୃତ୍ୱ ବିନା ସମ୍ଭବ ନଥିଲା ରାମ ମନ୍ଦିର: ଅମିତ ଶାହ

ନୂଆଦିଲ୍ଲୀ : ଜାନୁଆରୀ ୨୨ ଥିଲା ସାରା ଦେଶ ପାଇଁ ଏକ ଐତିହାସିକ ଦିନ। ୧୦ ହଜାର ବର୍ଷ ଯାଏଁ ଏହି ଦିନଟି ଇତିହାସରେ ସୁବର୍ଣ୍ଣ ଅକ୍ଷରେ ଲିଖିତ ରହିବ। ଏହି ଦିନ ଏକ ଲମ୍ବା ସଂଘର୍ଷର ବିଜୟ ହୋଇଛି। ଏହି…

ଫ୍ଲୋର ଟେଷ୍ଟ ପୂର୍ବରୁ ହଲଚଲ, ଜେଡିୟୁ ଭୋଜିରୁ ବିଧାୟକ ଗାଏବ୍‌

ପାଟନା : ବିହାରରେ ପୁଣିଥରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୧୨ ତାରିଖରେ ଫ୍ଲୋରଟେଷ୍ଟ ଦେବେ। ତେବେ ଏହା ପୂର୍ବରୁ ଉଭୟ ଏନଡିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ ନିଜ ନିଜ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ…

ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ, କହିଲେ – ଆଜି ଜେସିବିର ପରୀକ୍ଷା ହେବ

କୋହିମା : ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ । ଶତ ଚେଷ୍ଟା ପରେ ବି ବାହାରିବା ମୁସ୍କିଲ ହୋଇଗଲା। ଶେଷରେ କହିଲେ, ଆଜି ଜେସିବିର ପରୀକ୍ଷା ହେବ । ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା…

ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢ଼ୁଛି – ମୋଦି

ନୂଆଦିଲ୍ଲୀ : ଦେଶର ହିତ ପାଇଁ ୫ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମକୁ ଦିଆଯାଇଛି ଗୁରୁତ୍ୱ। ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢ଼ୁଛି। ଆଜି ବଜେଟ ଅଧିବେଶନର ଶେଷ ଦିନରେ ଏଭଳି…

ସ୍ତ୍ରୀକୁ ପାଇ ପୁଅ ବଦଳି ଯାଇଥିବା କହିଲେ ରବୀନ୍ଦ୍ର ଜାଡେଜାଙ୍କ ବାପା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ରବୀନ୍ଦ୍ର ଓ ବୋହୂ ରିଭାବାଙ୍କ ସହ ତିକ୍ତତା ରହିଛି। ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ…

ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ବିଚ୍‌ ରାସ୍ତାରେ ସ୍କର୍ପିଓରେ ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ। ରିଲ୍‌ ନିଶାରେ ଗାଡ଼ିକୁ କ୍ଷିପ୍ର ବେଗରେ ଉଡ଼ାଉଥିବାବେଳେ ମାଡ଼ି ବସିଲା ପୁଲିସ୍‌। ତଥାପି ଉତୁରିଲାନି ନିଶା। ପୁଲିସ୍‌ ଅଧିକାରୀ ତଥା ନିଜ ବାପାଙ୍କ ତାଗିଦ ପରେ ଗାଡ଼ି ଧରି ଘଟଣାସ୍ଥଳରୁ…