Month: February 2024

ସାମ୍ନାକୁ ଆସିଲା ଦିବଂଗତ ଜୟଲଳିତାଙ୍କ AI ସ୍ୱର, କହିଲେ ଏମିତି କଥା

ଚେନ୍ନାଇ : ମୃତ୍ୟୁର ୭ ବର୍ଷ ପରେ ସାମ୍ନାକୁ ଆସିଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେର ସୁପ୍ରିମୋ ଜେ ଜୟଲଳିତାଙ୍କ ଏଆଇ ସ୍ୱର। ଦଳ ପକ୍ଷରୁ କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଜୟଲଳିତାଙ୍କ ସ୍ୱର ତିଆରି କରାଯାଇ ଅଡିଓ…

ମଦ୍ରାସା ଉଚ୍ଛେଦ ବେଳେ ହିଂସା ଘଟଣା; ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଗିରଫ

ହଲଦ୍ୱାନୀ : ନିକଟରେ ଉତ୍ତରାଖଣ୍ଡର ହଲଦ୍ୱାନୀରେ ଘଟିଥିବା ହିଂସା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକକୁ ଗିରଫ କରିଛି ପୁଲିସ। ଦିଲ୍ଲୀରୁ ଅବଦୁଲ ଗିରଫ ହୋଇଛି। ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ହଲଦ୍ୱାନୀରେ ଯେଉଁ ହିଂସା ପରିସ୍ଥିତି ଉପୁଜିଥିଲା ଅବଦୁଲ ମଲିକ ତାର…

ଏକାଠି ଲଢ଼ିବେ କଂଗ୍ରେସ ଓ ଆପ୍‌, କ୍ଷମା ମାଗିଲେ ଅହମଦ ପଟେଲଙ୍କ ଝିଅ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌ ଓ କଂଗ୍ରେସ ଏକାଠି ବିଭିନ୍ନ ରାଜ୍ୟରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବାରେ ଲାଗିଛନ୍ତି। ଦିଲ୍ଲୀ, ଗୁଜରାଟ, ଗୋଆ ଓ ହରିଆଣାରେ ଦୁଇ ଦଳ ମେଣ୍ଟ କରି ପ୍ରାର୍ଥୀ ଦେବେ ବୋଲି…

କଂଗ୍ରେସକୁ ‘ତାମିଲ’ ଝଟକା, ଦଳ ଛାଡ଼ିଲେ ୩ଥରର ବିଧାୟକ

ଚେନ୍ନାଇ : ତାମିଲନାଡୁରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ୩ ଥରର ବଧାୟକ ତଥା ବରିଷ୍ଠ ନେତ୍ରୀ ଏସ୍‌ ବିଜୟାଧରଣୀ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟାଧରଣୀ କେନ୍ଦ୍ରମନ୍ତ୍ରୀ…

ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ

ନୂଆଦିଲ୍ଲୀ : ଭାରତୀୟ ଆଇନ ପ୍ରକ୍ରିୟାରେ ୩ଟି ନୂଆ ଫୌଜଦାରୀ ଆଇନ ଲାଗୁ ହେବାକୁ ଯାଉଛି। ଏହି ତିନୋଟି ନୂଆ ଅପରାଧିକ ନିୟମ ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହି…

୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ । ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଥିବା ବେଳେ ଆଜି ଏଥିରେ ଆଉ…

୫୫୪ଟି ରେଳ ଷ୍ଟେସନର ହେବ ପୁନଃବିକାଶ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଦେଶର ରେଳ ଭିତ୍ତିଭୂମିରେ ବୃହତ୍ତର ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ନିରନ୍ତର ଭାବେ ଏ ଦିଗରେ କାର୍ଯ୍ୟ କରିଆସୁଛନ୍ତି। ଏହି କ୍ରମରେ ଐତିହାସିକ ପଦକ୍ଷେପ ସ୍ୱରୂପ ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୫୪ଟି ରେଳ ଷ୍ଟେସନ ଏବଂ…

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । ଏକାମ୍ର କ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ନୂଆବର୍ଷ ସୁଦ୍ଧା ସରିବ ପ୍ରକଳ୍ପ କାମ ।…

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ମନୋରଞ୍ଜନ ସେଠୀ

ବେତନଟୀ : ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା…

ଲୋକସେବା ଭବନ ଘେରିବ କଂଗ୍ରେସ

ଭୁବନେଶ୍ୱର:ଲୋକସେବା ଭବନ ଘେରିବ ରାଜ୍ଯ କଂଗ୍ରେସ। ଶାସକ ଦଳର ଦୁର୍ନୀତି ବିରୋଧରେ ଗର୍ଜିିବ କଂଗ୍ରେସ । ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏଥିରେ ସାଧାରଣ ଲୋକଙ୍କୁ ସାମିଲ…