ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ
କଟକ: ସମ୍ପୂର୍ଣ୍ଣ ଭଙ୍ଗାଯିବନି ବାରବାଟୀ ଷ୍ଟାଡିୟମ। ଐତିହ କୀର୍ତ୍ତୀରାଜିକୁ ଛାଡି ସବୁ କିଛି ଭଙ୍ଗାଯିବ । ବାରବାଟୀ ଷ୍ଟାଡିୟମକୁ ଧୂଳିସାତ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଓଡ଼ିଶା ଅଲିମ୍ପିକ…