Month: January 2024

ଭାରତକୁ ବିରୋଧ କରିବା ପଡିବ ମହଙ୍ଗା, ଭାଙ୍ଗିବ ମୁଇଜ୍ଜୁ ସରକାର!

ଭାରତକୁ ବିରୋଧ କରିବା ଏବେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ପଡିପାରେ ମହଙ୍ଗା। ତାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ। ଲଗାତର ଭାରତକୁ ବିରୋଧ କରିବା ଓ ତାଙ୍କ କ୍ରୁର ନୀତି ପାଇଁ ସେ ବରୋଧୀଙ୍କ ଟାର୍ଗେଟ୍‌ରେ ଅଛନ୍ତି। ଏହାରି ଭିତରେ…

କଟକ ଦରଖାପଟଣା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କଟକ: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଟକ ଦରଖାପଟଣାରେ । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା…

ସୁବର୍ଣ୍ଣପୁରରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେଲେ ରାଜ୍ୟପାଳ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ଜିଲ୍ଲାର ହରଡଖୋଲ ସ୍ଥିତ ପଥ ପାର୍ଶ୍ବ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ଆଲୋଚନା କରିଥିଲେ । ପରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଙ୍କ…

ଇଡିରେ ହାଜର ହେଲେ ଲାଲୁ

ପ୍ରବର୍ତ୍ତନ ନିର୍ଦ୍ଦଶାଳୟରେ ହାଜର ହେଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଜମି ବଦଳରେ ଚାକିରି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଇଡି ଜେରା କରୁଛି। ଲାଲୁ ପ୍ରସାଦ ଯାଦବ ଓ ତାଙ୍କ…

ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ

ଖୋର୍ଦ୍ଧା : ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ । ଆଉ ଟିକେ ଟ୍ରେନ୍ ର ବେଗ ବଢିଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ କଥାରେ ଅଛି ରଖେ…

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ଫିଟିପାରିଲାନି ହତ୍ୟାକାଣ୍ଡର ଗୁମର

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି । ହେଲେ ନବ ଦାସଙ୍କୁ କାହିଁକି ଓ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ…

ଏଣିକି ଖରାପ ବ୍ୟବହାର କଲେ ଶିକ୍ଷକଙ୍କ ସମ୍ପତ୍ତି ଉପରେ ଚଢ଼ାଯିବ ବୁଲଡୋଜର: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର କୋଚିଂ ସେଣ୍ଟର କୋଟରେ ପହଞ୍ଚି ଶିକ୍ଷାମନ୍ତ୍ରୀ ଆକସନ ମୋଡରେ ନଜର ଆସିଥିଲେ। ଏଣିକି ଶିକ୍ଷା ବିଭାଗ ପ୍ରତି ଯଦି କୌଣସି ଶିକ୍ଷକ ଆଞ୍ଚ ଆଣନ୍ତି ତେବେ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବା ନେଇ ଶିକ୍ଷାମନ୍ତ୍ରୀ କଡ଼ା ଚେତାବନୀ…

ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

ହାଇଦ୍ରାବାଦ୍‌: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ୨୮ ରନ୍‌ରେ ବିଜୟ ହାସଲ କରିଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮),…

ପୁଣି ପଲଟିବେ ନୀତୀଶ, ଯଦି ଏଭଳି ନଘଟେ ମୁଁ ରାଜନୀତି ଛାଡ଼ିଦେବି : ପ୍ରଶାନ୍ତ କିଶୋର

ବିହାରରେ ପୁଣି ଭାଙ୍ଗିଛି ମେଣ୍ଟ। ମହାମେଣ୍ଟକୁ ବାଏ ବାଏ କହି ପୁଣି ଥରେ ବିଜେପି କାନି ଧରିଛନ୍ତି ନୀତୀଶ କୁମାର। ଏନ୍‌ଡିଏ ସମର୍ଥନରେ ସେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି। ତେବେ ବିହାରରେ ନୀତୀଶ କୁମାରଙ୍କ ଏହି…

ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ ଫିନିସ୍ ହୋଇଯିବ: ତେଜସ୍ୱୀ

ବିହାରରେ ଆରମ୍ଭ ହୋଇଛି ବିଜେପି-ଜେଡିୟୁ ସରକାର। ମେଣ୍ଟ ସରକାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ଘର ବାହୁଡା ପରେ ବର୍ଷିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ ଫିନିସ୍…