Month: January 2024

ରାଜନୀତି ମୈଦାନରେ ବି ରାଗିଗଲେ ବାଂଲାଦେଶ କ୍ୟାପ୍ଟେନ, ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍

ପୁଣି ବିବାଦରେ କ୍ରିକେଟର-କମ୍-ରାଜନେତା ସାକିବ ଅଲ ହାସନ। ଶାକିବ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଂଲାଦେଶ କ୍ରିକେଟ ଟିମ୍ କ୍ୟାପ୍ଟେନଙ୍କ ଏପରି ବ୍ୟବାହାରକୁ ସମାଲୋଚନା କରାଯାଉଛି। ପୂର୍ବରୁ ମଧ୍ୟ…

ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ବାଲେଶ୍ୱର, AQI ୩ ଶହ ପାର୍

ବାଲେଶ୍ଵର: ଦିଲ୍ଲୀ ପରେ ଏବେ ଓଡିଶାର ପ୍ରଦୁଷଣ, ଚିନ୍ତାର ବିଷୟ ପାଲଟିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାର ୬ଟି ସହର, ପ୍ରମୁଖ ପ୍ରଦୂଷିତ ସହର । ଓଡ଼ିଶାର ବାରିପଦା, ବାଲେଶ୍ୱର, ଭୁବନେଶ୍ୱର, କଟକ, କେନ୍ଦୁଝର…

ହମାସକୁ ସଂପୂର୍ଣ୍ଣ ରୂପେ ବିନାଶ ନକଲା ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଶେଷ ହେବ ନାହିଁ: ନେତନ୍ୟାହୁ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଘୋଷଣା କରିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ତା’ର ସମସ୍ତ ଲକ୍ଷ୍ୟ ହାସଲ ନ କରିଛି, ସେ ପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ସମାପ୍ତ ହେବ ନାହିଁ। ବିଶେଷ କରି, ହମାସକୁ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂବେ…

‘ବଞ୍ଚିବା ଅପେକ୍ଷା ମୁଁ ଜେଲ୍‌ରେ ମରିଯିବା ଭଲ…’: ଜେଟ୍‌ ଏୟାରବେଜ୍‌ ଫାଉଣ୍ଡର

‘ମୁଁ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲ୍‌ରେ ମରିଯିବା ଭଲ।’ ଏଭଳି କିଛି କୋର୍ଟ ହାତ ଯୋଡି କହିଛନ୍ତି ଜେଟ୍‌ ଏୟାରବେଜର ମାଲିକ ନରେଶ ଗୋଏଲ୍‌। ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର…

ଆବଶ୍ୟକ ପଡ଼ିଲେ କଳ୍ପନା ସୋରେନ୍‌ ହେବେ ମୁଖ୍ୟମନ୍ତ୍ରୀ

ଇଡି ଜାଲରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ସେ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ଏହାରି ଭିତରେ ତାଙ୍କ ପତ୍ନୀ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଥିଲେ…

ଶିଶୁ ଆଶ୍ରୟ ଗୃହରୁ ନିଖୋଜ ସମସ୍ତ ୨୬ ନାବାଳିକା ହେଲେ ଠାବ, ୨ ଅଧିକାରୀ ନିଲମ୍ବିତ

ଭୋପାଳ: ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ଶିଶୁ ଆଶ୍ରୟ ଗୃହରୁ ନିଖୋଜ ହୋଇଥିବା ସମସ୍ତ ୨୬ ଜଣ ନାବାଳିକାଙ୍କୁ ମଧ୍ୟପ୍ରଦେଶ ପୁଲିସ ଠାବ କରିଛି। ଏହି ମାମଲାରେ ଦୁଇ ଜଣ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ନିଲମ୍ବିତ…

ରାତି ଅଧରେ କାର୍‌ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ସୁପର ହର୍କ୍ୟୁଲସ ବିମାନ ସି-୧୩୦

ବଡ଼ ସଫଳତା ହାସଲ କରିଛି ଭାରତୀୟ ବାୟୁସେନା। ରାତି ଅଧରେ କାର୍ଗିଲ ଏୟାରଷ୍ଟ୍ରିପ୍‌ରେ ଲ୍ୟାଣ୍ଡ କଲା ହୁର୍କ୍ୟୁଲସ ବିମାନ। ବାୟୁସେନା ସି-୧୩୦ ଜେ ସୁପର ହର୍କ୍ୟୁଲସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ଅବତରଣ କରିବାରେ ସଫଳ ହୋଇଛି। ଏହାର ଭିଡିଓକୁ ବାୟୁସେନା…

ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା, ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି

ଭୁବନେଶ୍ବର : ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣାର ତଦନ୍ତ କରିବେ ରାଜ୍ୟ ସରକାର । ଏଥିପାଇଁ ହସ୍ପିଟାଲକୁ ନୋଟିସ୍ ଜାରି ହୋଇଛି । ବିସ୍ପୋରଣ କେମିତି ହେଲା ? ଏଥିପାଇଁ ଦାୟୀ କିଏ ? ମୃତକଙ୍କର ସଠିକ ଭାବେ ଚିକିତ୍ସା ହୋଇଛି…

ଆଫଗାନିସ୍ଥାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ତେବେ ଆହତଜନିତ କାରଣରୁ…

ଜାନୁଆରି ୮ରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ଥିବା ବିଶ୍ବ ପ୍ରସିଦ୍ଧ ନଦୀବନ୍ଧ ‘ହରାକୁଦ ଜଳଭଣ୍ଡାର’ରେ ଆସନ୍ତାକାଲି (ଜାନୁଆରି ୮) ପକ୍ଷୀ ଗଣନା ହେବ। ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ୩୨ଟିମ୍‌ ନିୟୋଜିତ ହୋଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣିବେ।…