Month: January 2024

ହୋଟେଲରେ ପୁଅକୁ ମାରି ସୁଟକେସରେ ଭର୍ତ୍ତି କରି ନେଇଗଲା ମାଆ

ଆଜି ଦିନ ତମାମ ଏକ ଖବର ଭାରି ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଜଣେ ଚର୍ଚ୍ଚିତ ମହିଳାଙ୍କ ଚେହେରା । ଆପଣ ଦେଖୁଥିବା ଏ ମହିଳା ଜଣଙ୍କ ନିଜ ସ୍ୱାମୀର ପ୍ରତିଶୋଧ ନିଜ ଜନ୍ମ କଲା…

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ୧୩ଟି ଲାଗିବ

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆଜି ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା…

ଅର୍ପଣ ରଥକୁ ପୂଜା ବେଳେ ଅଘଟଣ, ବୃଦ୍ଧାଙ୍କ ଦେହରେ ଲାଗିଗଲା ନିଆଁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ। ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପ ଳୋକାର୍ପଣ ଉତ୍ସବ ପାଇଁ ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି। ଏହି କ୍ରମରେ ଆଜି କଟକ ଜିଲ୍ଲା ଆଠଗଡ଼…

ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି

ଖୋର୍ଦ୍ଧା: ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଆଜି ଅପରାହ୍‌ଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ କରିଥିବା ବ୍ୟକ୍ତି ଜଣକ ଯୁବତୀଙ୍କ ପ୍ରେମିକ ବୋଲି କୁହାଯାଉଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420

ଭୁବନେଶ୍ୱର : ଓଲାରେ ବୁଲୁଥିଲେ, ଟଙ୍କା ନଦେଇ ଛୁ ମାରୁଥିଲେ । ଶେଷରେ ନୟାପଲ୍ଲୀ ପୋଲିସ ହାତରେ ଧରାପଡିଲେ ଲେଡି-420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଚୁନା ଲଗାଇଛନ୍ତି । ଆଜି ଯୁବତୀଙ୍କ ଧରି ନୟାପଲ୍ଲୀ ପୋଲିସର ଜିମା ଦେଇଛନ୍ତି…

୧୭ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ

୧୬ବର୍ଷ ପୁରି ୧୭ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ । ଆଜି ସପ୍ତମ ବାଟାଲିୟନ ପଡ଼ିଆରେ ୧୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଉତ୍ସଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅପରାଧ ଦମନ…

ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ଲାଗିଲା କର୍ଫ୍ୟୁ

ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲାଗିଲା ଧାରା ୧୪୪। ଅକ୍ଷୟ କଳସ ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କର୍ଫ୍ୟୁ ଲଗାଇଛନ୍ତି। ଏନେଇ ଶାଜାପୁର ଜିଲ୍ଲାପାଳ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ରିଜୁ ବଫନା ପୋଷ୍ଟ…

ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ

ରାଉରକେଲା : ରାଉରକେଲାର ହନୁମାନ ବାଟିକାରେ ଜଳିବ ବିଶ୍ବର ସବୁଠାରୁ ବଡ଼ ଦ୍ବୀପ। ଅଯୋଧ୍ୟା ରାମ ଜନ୍ମଭୂମିରେ ରାମଲାଲାଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ସାମିଲ୍ ହେବ ରାଉରକେଲା । ଗତ ୬ ତାରିଖରୁ ଆଠ ଜଣ ରାଜ୍ୟ ତଥା ରାଜ୍ୟ ବାହାରର…

ଫସଲ ବଞ୍ଚାଇବାକୁ ଯାଇ ଷଣ୍ଢ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ଗ୍ରାମାରେ ଅଘଟଣ । ଆଜି ସକାଳୁ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଦେଓଦା ଗ୍ରାମର ଅଲେଖ ମାଲିକ (୬୫) ବୋଲି ଜଣାପଡିଛି । ଖବର ମୁତାବକ, ସକାଳୁ…

GRP କନେଷ୍ଟବଳଙ୍କ ପାଇଁ ନୂଆ ଜୀବନ ପାଇଲେ ବୃଦ୍ଧା

ଭଦ୍ରକ : ମହାନତା ଦେଖାଇଲେ GRP କନେଷ୍ଟବଳ। ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ବେଳେ ଉଦ୍ଧାର କଲେ ଡିୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି। ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୨୨ ତାରିଖରେ ଭଦ୍ରକ ଚରମ୍ପା…