Month: January 2024

୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା

ନୂଆଦିଲ୍ଲୀ : ବିଦ୍ୟାର୍ଥୀ ଆତ୍ମହତ୍ୟା, ଅକୁଳାଣ ସୁବିଧା, ପାଠପଢ଼ା ସମସ୍ୟା ଓ ବ୍ୟୟବହୁଳ ଫି ଆଦିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ ନିର୍ଦ୍ଦେଶାବଳି ଧାର୍ଯ୍ୟ କରିଛନ୍ତି। ଏହି ନିର୍ଦ୍ଦେଶାବଳି କୋଚିଂ ସେଣ୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ଦିଷ୍ଟ। ନିର୍ଦ୍ଦେଶାବଳି…

ଧରାପଡ଼ିଲେ ଦୁର୍ଦ୍ଦାନ୍ତ ରାଜଧାନୀ ଆପାର୍ଟମେଣ୍ଟ ଲୁଟେରା

ଭୁବନେଶ୍ବର : ଧରା ପଡ଼ିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ରୁପ୍‌। କମିଶନରେଟ୍‌ ପୁଲିସ୍‌ ଆପାର୍ଟମେଣ୍ଟ ଲୁଟେର ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି। ସେମାନେ ହେଲେ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାର। ନୟାପଲ୍ଲୀର ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ରେ ଏମାନଙ୍କ…

ବାପ ଘରକୁ ବୁଲିବାକୁ ଆସିଥିବା ସଫ୍ଟୱୟାର ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ସ୍ତବ୍ଧ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଭୋପାଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପଘରେ ଜ‌‌ଣେ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ସୂଚନାଯୋଗ୍ୟ, ରାଜଧାନୀ ଅଶୋକ ଗାର୍ଡନ ଅଞ୍ଚଳରେ ଏହି ଘଟଣା ଘଟିଛି।…

ହ୍ରଦରେ ବୁଡ଼ିଗଲା ଡଙ୍ଗା, ୬ ଛାତ୍ରଛାତ୍ରୀ ମୃତ

ବଡ଼ୋଦରା : ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି।…

ତୃତୀୟ ଦିନରେ ଜମୁଛି ଧନୁଯାତ୍ରା

ବରଗଡ: ତୃତୀୟ ଦିନରେ ଜମୁଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଗୋପପୁରରେ ଶ୍ରୀକୃଷ୍ଣ ଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ନନ୍ଦରାଜା ଓ ନନ୍ଦରାଣୀ । ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । କୃଷ୍ଣ ଜନ୍ମ ପରେ ସାରା ଗୋପପୁର ହୋଇପଡ଼ିଛି…

ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ

ଭୁବନେଶ୍ବର: ପୂର୍ବତଟ ରେଳପଥ ବୁଧବାର ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳନ କରିଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା…

ମୋତେ ଅଯୋଧ୍ୟା ଯିବାକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେଉଛି । ଏଥିପାଇଁ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ନେତା, ଅଭିନେତା ଓ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ସେପଟେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ରାମ ମନ୍ଦିର ପ୍ରତିଷ୍ଠା ଦିନ ଏହି ସବୁ ରାଜ୍ୟରେ ସ୍କୁଲ୍-କଲେଜ ଛୁଟି ସହ ବନ୍ଦ ରହିବ ମଦ-ମାଂସ ଦୋକାନ

ରାମ ମନ୍ଦିର ପ୍ରତିଷ୍ଠା ନେଇ ଚଳ ଚଞ୍ଚଳ ଅଯୋଧ୍ୟା ନଗରୀ। ଦୀର୍ଘ ପାଞ୍ଚ ଶହ ବର୍ଷର ଅପେକ୍ଷା ପରେ ଜନ୍ମଭୂମିରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ପୂଜା ପାଇବ। ଏଥିପାଇଁ 22 ଜାନୁଆରୀକୁ ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେବଳ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ୧୦ ହଜାର ଟଙ୍କା ଜରିମାନା

ଫୁଲବାଣୀ: ଫୁଲବାଣୀ ଏଡିଜେ(ପୋକ୍‌ସୋ) କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ଦୁଃଶାସନ ପ୍ରଧାନ(୪୩)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧…

ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର

ଭୁବନେଶ୍ୱର : କଲବଲ କରୁଛି ଗୁଡ଼ି ସୂତା । ପୁଣି ବଡ଼ ଅଘଟଣ । ଗୁଡ଼ି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର। ଗୁରୁତର ଶିଶୁକୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି…