Month: January 2024

ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌, ଭିସି ଯୋଗେ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ…

ଇମ୍ରାନ ଖାନଙ୍କୁ ପୁଣି ଏକ ଝଟ୍‌କା, ପତ୍ନୀ ବୁଶରା ବିବିଙ୍କ ସହିତ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ

ପାକିସ୍ତାନରେ ଫେବୃୟାରୀ ୮ରେ ହେବ ନିର୍ବାଚନ । ଏହି ନିର୍ବାଚନର କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ପୁଣିଥରେ ଦଣ୍ଡିତ କରାଯାଇଛି । ସାଇଫର୍‌ (Cipher) ମାମଲାରେ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ଏବେ ପୁଣି ୧୪ ବର୍ଷ…

‘ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଜାଣିଶୁଣି ସୁକେଶଙ୍କ ଅପରାଧର ଆୟ ଗ୍ରହଣ କରୁଥିଲେ’: ED

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା ବଢ଼ିଛି । ଦିଲ୍ଲୀ ହାଇକୋର୍ଟରେ ଇଡି ଏମିତି ଏକ ଖୁଲାସା କରିଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଇଡି ଯୁକ୍ତି ଦେଇଛି ଯେ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ…

ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍

ନବରଙ୍ଗପୁର: ଏଟିଏମରୁ ଟଙ୍କା ପଇସା ଲୁଟି ଜଙ୍ଗଲରେ ଲୁଚିଥିଲେ ୫ ଲୁଟେରା। ରାତିତମାମ ଜଙ୍ଗଲରେ ଛାନଭିନ୍‌ ପରେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ଗିରଫ ୫ ଜଣକୁ ଡାବୁଗାଁ…

ବିରୋଧୀ ସାଂସଦଙ୍କୁ ମୋଦିଙ୍କ କଡା ସମାଲୋଚନା

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଲାମେଣ୍ଟ ଭବନରେ…

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ଭୁଜାଲି

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। ହଠାତ୍‌ ବୁଝି ପାରରୁନଥିଲେ କଣ ଏସବୁ ହେଉଛି । କାହିଁକିନା କିଛି ସମୟ ରାଜ ରାସ୍ତା…

ଘର ଆଗରେ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଗାଡି ଜାଳିଦେଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୨ରେ ଏକ ଘର ଆଗରେ ଥିବା ଗାଡିକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଗାଡି ମାଲିକ…

ଘନ କୁହୁଡି ବଳୟରେ ଦିଲ୍ଲୀ, ବିମାନ ଓ ରେଳ ଚଳାଚଳ ପ୍ରଭାବିତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ପ୍ରବଳ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଘନ କୁହୁଡି କାରଣରୁ ଦୃଶ୍ୟମାନତା ହ୍ରାସ ପାଇଛି । ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ…

ଦୁଇ କବାଡିଆଙ୍କୁ ଚାପି ଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ମଦ ବୋଝେଇ ଟ୍ରକ ୨ ଜଣ କବାଡିଆଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ କବାଡିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ…

ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ, ୧୪ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀର ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୧୪ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା…