Month: December 2023

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ, କଡ଼ାକଡି ହେବ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା ସମ୍ପୂର୍ଣ୍ଣ ବନ୍ଦ ରହିବ। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡି ଲାଗୁ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ। ୩୧ ତାରିଖ ରାତିରେ ଆବଶ୍ୟକ ହେଲେ ରାତ୍ର ପହୁଡ଼ ହେବନି।…

୩ ରାଜ୍ୟକୁ ୯ ପର୍ଯ୍ୟବେକ୍ଷକ ପଠାଇଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ବିପୁଳ ବିଜୟ ହାସଲ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି…

ସୌରୀନ ଭଟଙ୍କ ବିରୋଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ

କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରବାନା। ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ…

ପ୍ରତିବାଦ ସଭା ପୂର୍ବରୁ ଭଦ୍ରକ ମଦିନା ମୈଦାନରେ ୧୪୪ ଧାରା ଜାରି

ଭଦ୍ରକ: ପ୍ରତିବାଦ ସଭା ପୂର୍ବରୁ ୧୪୪ ଧାରା ଜାରି। ଭଦ୍ରକ ପୁରୁଣା ବଜାର ଥାନାର ମଦିନା ମୈଦାନ ନିକଟରେ ଜାରି ହୋଇଛି ୧୪୪ ଧାରା। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ।…

ଜାନୁଆରୀ ୧୬ରୁ ରାମଲଲାଙ୍କ ମହାପୂଜନ କାର୍ଯ୍ୟକ୍ରମ, ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନୀତିକାନ୍ତି କରିବେ। କିନ୍ତୁ ଏହାପୂର୍ବରୁ ରାମଲଲାଙ୍କ ମହାପୂଜନ ନୀତିକାନ୍ତି ଆରମ୍ଭ ହେବ। ଜାନୁଆରୀ ୧୬ରୁ ନୀତିକାନ୍ତି ଆରମ୍ଭ ହେବ ବୋଲି ଆଜି ସୂଚନା ମିଳିଛି।…

ଗାନ୍ଧୀ ଓ ଆମ୍ବେଦକରଙ୍କ ଆତ୍ମା ଆଜି କାନ୍ଦୁଥିବ: ଦାନିଶ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟି ରିପୋର୍ଟ ଆସିବା ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଏହାକୁ ନେଇ ବିଏସପି ସାଂସଦ ଦାନିଶ ଅଲିଙ୍କ ପ୍ରତିକ୍ରିୟା ସାମ୍ନାକୁ…

ଗଣତନ୍ତ୍ରର ବାଇପାସ ସର୍ଜରି ହୋଇଛି, ଦଳ ମହୁଆଙ୍କ ପଛରେ ରହିଛି : ମମତା ବାନାର୍ଜୀ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ଅଧ୍ୟକ୍ଷା ମମତା ବାନାର୍ଜୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା। ଲୋକସଭାରେ ମହୁଆଙ୍କ ସଂପର୍କିତ ରାୟ ଆସିବାର କିଛି ମିନିଟ୍ ମଧ୍ୟରେ…

ମହାନଦୀକୁ ଡେଇଁଲେ ଯୁବକ, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ

ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର…

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା

ଶପଥ ନେଲେ ଲାଲଦୁହୋମା। ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜୋରମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ…

ଓଡ଼ିଶାରୁ ଶହଶହ କୋଟି ମିଳିବା ଘଟଣା: କଡ଼ାଗଣ୍ଡା ଆଦାୟ ହେବ କହିଲେ ମୋଦି

ଝାରଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ ଠିକଣାରେ ଆୟକର ରେଡ ଜାରି ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ରେଡ୍‌ କହି ଶହଶହ କୋଟି ଟଙ୍କା ଜବତ କରି ସାରିଲାଣି। ଝାଡ଼ଖଣ୍ଡର ସାହୁ ଫ୍ୟାମିଲି ମାଲିକାନାରେ ଥିବା…