‘୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ ଘୋଷଣା କରିବ ବିଜେପି’
ମୁମ୍ବାଇ : ‘ଏଥର ୨୦୨୪ ନିର୍ବାଚନରେ ଭଗବାନ ରାମଙ୍କୁ ପ୍ରାର୍ଥୀ କରିବ ବିଜେପି।’ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏଭଳି କିଛି ବିଜେପିକୁ ଟାର୍ଗେଟ୍ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ…