Month: December 2023

ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କଲେ ଜାତିସଂଘ ଅଧିକାରୀ

ଫୁଲବାଣୀ: ଦେଶର ପ୍ରଥମ ଜିଲା ହିସାବରେ କନ୍ଧମାଳ ଜିଲାରେ ଲାଗୁ କରାଯାଇଛି ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଜନା। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଅତ୍ୟାଧୁନିକ ଡ୍ରୋନ ଦ୍ବାରା ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉଛି। ଷ୍ଟାର୍ଟ ଅପ କମ୍ପାନୀ ରେଡ…

ଚାଲିଛି ଟଙ୍କା ଗଣତି ; ବ୍ୟାଙ୍କକୁ ଆସୁଛି ନୁଆଁ ବାକ୍ସ, ଟଙ୍କା ଗଣନା ମେସିନ

ଟିଟିଲାଗଡ଼ : ଟିଟିଲାଗଡ଼ ଠାରେ ଗତ ଚାରି ଦିନ ହେଲା ରିତେଶ ସାହୁଙ୍କ ଦେଶୀ ମଦଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଦ୍ଵିତୀୟ ଶନିବାର ଅବସରରେ ବ୍ୟାଙ୍କର ଛୁଟି ଦିବସ ଥିବା ବେଳେ ଟିଟିଲାଗଡ଼ ଭାରତୀୟ ଷ୍ଟେଟ…

ଭୁଲରେ ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଲେ ପୁଲିସ୍‌ ବାବୁ

ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଗୋଟିଏ ପୁଲିସ୍‌ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଇଛନ୍ତି ପୁଲିସ୍‌ ବାବୁ। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା…

ବିଜେଡି ଶାସନରେ ଓଡ଼ିଶା ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ସଚେତନତା ଅଭାବ…

ବ୍ୟାଙ୍କ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା EOW

ଭୁବନେଶ୍ବର: ୩ କୋଟି ୩୩ଲକ୍ଷ ଟଙ୍କାରେ ବ୍ୟାଙ୍କ ଠକେଇ ମାମଲାରେ ଦୁଇ ଗିରଫ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନେତିକ ଅପରାଧ ଶାଖା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ଭଦ୍ରେଶ୍ବର ଶାଖାର…

ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ

ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ। ଏପରି ବୀଭତ୍ସ ଘଟଣା ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସରପଞ୍ଚଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଡିସେମ୍ୱର ୧ ତାରିଖ…

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ହସପିଟାଲ ଓ ଶିକ୍ଷାନୁଷ୍ଠାନରେ ଥରକେ ୫ ଲକ୍ଷ ପର୍ଯ୍ୟନ୍ତ କରିହେବ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ୟୁପିଆଇ ଦେୟ ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି। ଡିସେମ୍ବର ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରି ରିଜର୍ଭ ବ୍ୟାଙ୍କ…

ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ: ପୁଟିନ

ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ…

ଫସଲ ଅମଳ ପରେ ଚାଷ ଜମିରେ ପାଳ ପୋଡନ୍ତୁ ନାହିଁ: ଏନସିନଏଫ୍

ଭୁବନେଶ୍ବର: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ଚାଷ ଜମିରେ ହ୍ରାସ ପାଉଥିବା ଉର୍ବରତା କୁ ଦୃଷ୍ଟିରେ ରଖି ଓଡିଶାରେ ଯେପରି ଏହି ଅବସ୍ଥା ସୃଷ୍ଟି ନହୁଏ ସେନେଇ ଚାଷ ବିଶେଷଜ୍ଞ ମାନେ ତତ୍ପରତା ଦେଖାଇଛନ୍ତି । ରାଜ୍ୟରେ ଏବେ ଧାନ…