Month: December 2023

ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ବାପା-ମା’

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା। କେରଳ ଦମ୍ପତି ନିଜ ଝିଅ ସହ କର୍ଣ୍ଣାଟକାରେ ଜୀବନ ହାରିଛନ୍ତି। କୋଡାଗୁ ଜିଲ୍ଲା କାଗୋଡଲୁ ଗାଁର ରିସୋର୍ଟରେ ଦମ୍ପତି ପ୍ରଥମେ ନିଜର ୧୧ ବର୍ଷୀୟ ଝିଅକୁ ହତ୍ୟା କରିଥିଲେ। ଏହାପରେ ସେମାନେ ମଧ୍ୟ ଆତ୍ମହତ୍ୟା…

ଭିନ୍ନକ୍ଷମମାନଙ୍କ ଫ୍ୟାଶନ ଶୋ, ପ୍ରତିଭା ପ୍ରଦର୍ଶନ କରିବେ ସାର୍ଥକ ଦ୍ଵିବେଦୀ ଏବଂ କିରଣ ବେହେରା

ଭୁବନେଶ୍ଵର: ଅନୁଷ୍ଠିତ ହୋଇଛି ଭିନ୍ନକ୍ଷମମାନଙ୍କ ଫ୍ୟାଶନ ଶୋ । ଗତକାଲି ପରିବର୍ତ୍ତନ ଏବଂ ସ୍ଵାଭିମାନ ଓଡିଶାରେ ଶ୍ରୀ ଏବଂ ମିସ୍ ଇଣ୍ଡିଆ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟର ଉନ୍ମୋଚନ କରିଥିଲେ । ଏହି ଅନ୍ତର୍ଭୂକ୍ତ କାର୍ଯ୍ୟକ୍ରମ ‘ଉଭୟ ଭିନ୍ନକ୍ଷମ ପୁରୁଷ ଏବଂ ମହିଳାଙ୍କ…

ଭୁବନେଶ୍ୱରରେ ବାଗେଶ୍ବର ବାବା, ପୁରୀ ଅଭିମୁଖେ କରିବେ ଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ୱର ଧାମ ସରକାର। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ଥିବା ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ଓଡିଶାରେ ପହଞ୍ଚିବା…

୧୯ରେ ବସିବ ଇଣ୍ଡିଆ ମେଣ୍ଟର ବୈଠକ

୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ…

ଟଙ୍କା ଦିଅ ନଚେତ ଅଫିସ ଖାଲି କରିବାକୁ ପଡିବ: କେନ୍ଦ୍ରକୁ ଟାର୍ଗେଟ କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ନେତୃତ୍ୱାଧୀନ ମୋଦୀ ସରକାର ଉପରେ ତୀବ୍ର ଆକ୍ରମଣ କରି ଦାବି କରିଛନ୍ତି ଯେ ରାଜ୍ୟ ପାଇବାକୁ ଥିବା ଟଙ୍କା କେନ୍ଦ୍ର ଦେଉନାହିଁ। ମମତା ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗ କେନ୍ଦ୍ରଠାରୁ ୧.୧୫…

ଭବିଷ୍ୟତରେ ବିଜେପିରେ ଧୀରଜ ସାହୁ ସାମିଲ ହେଲେ କ୍ଲିନଚିଟ ଦେବ ନାହିଁ: ସାଂସଦ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଭାଇଙ୍କ ଘରୁ ଆୟକର ବିଭାଗ ଚଢ଼ାଉ କରି ୨୦୦ କୋଟିରୁ ଅଧିକ ଟଙ୍କା ଜବତ କରିଛି | ଆଉ ଏହାକୁ ନେଇ ରାଜନୀତି ଜୋର ଧରିଛି | ବିଜେପି କଂଗ୍ରେସକୁ କଡା…

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ସୁବର୍ଣ୍ଣପୁର : ବାରହା ଶିକାର ପାଇଁ ତାର ବିଛା ଯାଇଥିଲା । ହେଲେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନୀରିo ନାବାଳକଙ୍କ ଜୀବନ ଚାଲିଯାଇଛି । ଏଭଳି କିଛି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି…

ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବାରୁ ହତ୍ୟାକାଣ୍ଡ, ପୋଖରୀରୁ ମୃତଦେହ ହୋଇଥିଲା ଉଦ୍ଧାର

ଅନୁଗୁଳ: ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ। ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି…

କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜର ପାଚେରୀ

ବାଲେଶ୍ବର : ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର…

ଖାଇକୁ ଖସିଲା କାର୍‌, ଚାଲିଗଲା ୪ କଲେଜ ଶିକ୍ଷାର୍ଥୀଙ୍କ ଜୀବନ

କଲେଜରେ ପାଠପଢ଼ୁଥିବା ୪ ଜଣ ଶିକ୍ଷାର୍ଥୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରା ଉପକଣ୍ଠ ନିକଟରେ ଶିକ୍ଷାର୍ଥୀମାନେ ଯାଉଥିବା କାର ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି। ୨ ଜଣ ଛାତ୍ର ସେମାନଙ୍କର ଦୁଇ ବନ୍ଧୁଙ୍କୁ…