Month: December 2023

ଛତିଶଗଡ଼ରେ ରହିବେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ, ରମଣ ସିଂହ ହେବେ ବାଚସ୍ପତି

ରେଜଲ୍ଟ ବାହାରିବାର ପ୍ରାୟ ସପ୍ତାହ ଧରି କସରତ କରିବା ପରେ ବିଜେପି ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଆଦିବାସୀ ନେତା ବିଷ୍ଣୁଦେଓ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ନେତା ନିର୍ବାଚିତ ହେବା ପରେ ସେ ରାଜ୍ୟପାଳ…

ଡିସେମ୍ବର ୧୭ ରେ ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ

ଭୁବନେଶ୍ୱର: ଡିସେମ୍ବର ୧୭ ତାରିଖରେ ଆୟୋଜିତ ହେବାକୁ ଯାଉଛି ବିଜେବି କଲେଜ ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ’ ର ବନ୍ଧୁ ମିଳନ । ଏନେଇ ଆଜି (ରବିବାର) ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଉତ୍ସବ…

ହସ୍ପିଟାଲରେ ଥିବା କେସିଆରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍‌ ମୁଖ୍ୟ କେସିଆରଙ୍କୁ ଭେଟିଛନ୍ତି। କେସିଆର ବର୍ତ୍ତମାନ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ଥ ଆଜି ସେଠାରେ ପହଞ୍ଚିଥିଲେ।…

ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି

ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା ନିର୍ଯାତନାରେ ବିଜେପି ଶାସିତ…

ଆତତାୟୀମାନେ ଦଣ୍ଡାଦେଶ ପାଇବା ପରେ ହେଲା ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଟେଲିଭିଜନ୍‌ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କ ହତ୍ୟାକାରୀମାନେ ଆଜୀବନ କାରାଦଣ୍ଡାଦେଶ ପାଇବାର ଦିନ କେଇଟା ପରେ ତାଙ୍କ ବାପା ଏମ୍‌. କେ. ବିଶ୍ବନାଥନ୍‌ଙ୍କର ଶନିବାର ଦିନ ଦେହାନ୍ତ ହୋଇଯାଇଛି। ନଭେମ୍ବର ୨୫ ତାରିଖ ଦିନ ସୌମ୍ୟାଙ୍କୁ ହତ୍ୟା କରିଥିବା ଆତତାୟୀମାନେ ଅଦାଲତରେ…

ଦ୍ବିତୀୟ ବିବାହ କରିବାକୁ ଯାଇ ସ୍ତ୍ରୀ ଓ ଝିଅଠୁଁ ଛେଚା ଖାଇଲା ବାପା

ଭୁବନେଶ୍ବର : ବାହା ବେଦୀରେ ହଙ୍ଗାମା । ଲୁଚି ଲୁଚି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡିଛି । ଦୁଇ ଝିଅଙ୍କ ସହ ବାହାବେଦୀରେ ପହଁଞ୍ଚି ଯାଇଛନ୍ତି ସ୍ତ୍ରୀ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ…

ଭିଣ୍ଟେଜ କାର୍ ପ୍ରଦର୍ଶନୀରେ ଠେଲାପେଲା, ଗାଳି ଗୁଲଜ ସହ ପୋଲିସକୁ ଧକ୍କା ମାରିଲେ ଦୁଇ ମହିଳା

ଭୁବନେଶ୍ବର : ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହୋଇଯାଇଛି ଭିଣ୍ଟେଜ କାର୍ ମେଳା ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ । ଆଜି ଏହାର ଦ୍ବିତୀୟ ଦିନ ଥିବାବେଳେ ଏଠାରେ ଜନ ସାଧାରଣ ପ୍ରବେଶ ନିଷେଧ ରହିଛି । କିନ୍ତୁ ବହୁ ଲୋକ…

ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା

ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସେ ଯେଉଁ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ, ସେଠାରେ ତାଙ୍କ ସହ ଘଟିଛି ଭୟଙ୍କର କାଣ୍ତ। ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା…

ଦୀର୍ଘ ଦୁଇମାସ ତଳୁ ନିଖୋଜ ଥିଲେ ଛାତ୍ର

କନ୍ଧମାଳ: ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର । ଦୀର୍ଘ ଦୁଇମାସ ଦୁଇ ଦିନ ପରେ କନ୍ଧମାଳ ଜିଲ୍ଲା ଉର୍ମଗଡ ଜଳପ୍ରପାତରୁ ନିଖୋଜ ଆଦର୍ଶ ବିଦ୍ୟାଳୟର ଛାତ୍ରର ମିଳିଲା ଗଳିତ କଙ୍କାଳ । ଜଳପ୍ରପାତର ପାଞ୍ଚଶହ ମିଟର ବ୍ୟବଧାନରେ ଥିବା ପଥର ତଳୁ…

ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

ଭବାନୀପାଟଣା : ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳା ହାତୀର ଜୀବନ ଯାଉଛି ତ ଆଉ କେତେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଘଟିଛି ଭବାନୀପାଟଣାରେ ।…