Month: December 2023

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତ କଲେଜ ଅଧ୍ୟକ୍ଷଙ୍କୁ ଖୋଜୁଛି ପୋଲିସ

ଜୟପୁର: ଥମୁନି ଲଜ୍ଜା । ଘରୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଜୟପୁର ସହରରେ । ସୂଚନା ମୂତାବକ ଜୟପୁର ସହରରେ ଥିବା ଏକ ଘରୋଇ କଲେଜର ପ୍ରିନ୍ସପାଲ ହଷ୍ଟେଲରେ…

ଅନୁପ୍ରବେଶକାରୀ ଠାରୁ ଗ୍ୟାସ୍‌ ଡବା ଛଡ଼ାଇ ଫିଙ୍ଗିଥିଲେ କଂଗ୍ରେସ ସାଂସଦ

ଦୁଇ ଜଣ ଯୁବକ ଆଜି ସୁରକ୍ଷା ବଳୟକୁ ଭେଦ କରି ଲୋକସଭାରେ ପ୍ରବେଶ କରିଛନ୍ତି। ସେମାନେ ଦର୍ଶକ ଗ୍ୟାଲେରୀରୁ ସିଧା ଲୋକସଭାର ମଧ୍ୟ ଭାଗକୁ ଡେଇଁ ହଳଦିଆ ଗ୍ୟାସ ମାଡ଼ କରିଛନ୍ତି। ଗ୍ୟାସ ସ୍ପ୍ରେ ଯୋଗୁ ପୂରା ଲୋକସଭା କ’ ହଳଦିଆ…

ସଂସଦ ସୁରକ୍ଷାରେ ତ୍ରୁଟି: ଧରା ପଡ଼ିଥିବା ୪ ଜଣ କିଏ?

ଲୋକସଭା କାର୍ଯ୍ୟ ଠିକ ଠାକ ଚାଲିଥିଲା। ସାଂସଦମାନେ ସେମାନଙ୍କ ପ୍ରଶ୍ନ ଉପସ୍ଥାପନ କରୁଥିଲେ। କିନ୍ତୁ ଦିନ ଠିକ ୧.୦୨ ମିନିଟରେ ଘଟିଥିଲା ଅଘଟଣ। ହଠାତ୍‌ ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡିଆଁ ମାରିଥିଲେ। କେହି କିଛି ବୁଝିବା…

ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧରୁ ନିସ୍ତାର ପାଇବ ନାହିଁ’ କହୁ କହୁ ସଂସଦରେ ଟଳିପ‌ଡ଼ିଲେ ତୁର୍କୀ ସାଂସଦ

ଅଙ୍କାରା: ମଙ୍ଗଳବାର ଦିନ ‘ଗ୍ରାଣ୍ଡ୍‌ ନ୍ୟାସ୍‌ନାଲ୍‌ ଆସେମ୍ବ୍‌ଲି’ରେ (ସଂସଦ) ଦେଉଥିବା ଭାଷଣ ଶେଷରେ ଇସ୍ରାଏଲ୍‌ ‘ଈଶ୍ବରଙ୍କ କ୍ରୋଧର ପରିଣାମ’ ଭୋଗିବ ବୋଲି କହିବା କ୍ଷଣି ସାଂସଦ ହସନ୍‌ ବିଟ୍‌ମେଜ୍‌ ଟଳିପଡ଼ିଥିବା କଥା ‘ବିବିସି’ ରିପୋର୍ଟ କରିଛି। ସଂସଦୀୟ ଅଧିବେଶନର ‘ଲାଇଭ୍‌ଷ୍ଟ୍ରିମ୍‌’ ଚାଲିଥିବାରୁ…

ମଣ୍ଡିରେ ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ

ନୂଆପଡା : ଗୋଟେପଟେ ଜିଲ୍ଲା ପ୍ରଶାସନ ମଣ୍ଡି ମାନଙ୍କରେ ସୁଦୃଢ଼ ଭିତ୍ତିଭୂମିର ଡିଣ୍ଡିମ ପିଟୁଛି । ହେଲେ ବରଗାଁ ମଣ୍ଡିରେ ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ଧାନ କୁ ଜଗିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଣ୍ଡିରେ ସଠିକ…

୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା

ଭୁବନେଶ୍ୱର : ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା। ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ…

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ ଖୋଲା ହେଲାଣି ୫୧ କୋଟି ଆକାଉଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଏଯାଏଁ କେତେ ଜଣ ହିତାଧିକାରୀ ଅଛନ୍ତି | କେତେ ଆକାଉଣ୍ଟ ଖୋଲାଯାଇଛି ଓ କେତେ ଟଙ୍କା ଜମା ହୋଇଛି | ଏନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରଡ ସଂସଦକୁ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ…

ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ଦୀର୍ଘ ଦିନରୁ ଭାଙ୍ଗି…

ବୋରୱେଲରେ ନବଜାତ ଶିଶୁ ପଡ଼ିବା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ସମ୍ବଲପୁର : ନବଜାତକୁ ବୋରୱେଲକୁ ଫିଙ୍ଗିଲା କିଏ ? ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ମଧ୍ୟରୁ ନବଜାତ ଶିଶୁ ଉଦ୍ଧାର ଘଟଣାରେ ତନାଘନା। କିଏ ଫିଙ୍ଗିଲା ତାକୁ ନେଇ ଜୋରଦାର ତଦନ୍ତ ଚାଲିଛି। ଧରାପଡିଲେ ଦୃଢ…

ସଂସଦ ଅନୁପ୍ରବେଶକାରୀକୁ ପାସ୍‌ ଦେଇଥିଲେ ବିଜେପି ସାଂସଦ!

ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ପୂରା ଦେଶରେ ଆତଙ୍କ ଖେଳି ଯାଇଛି। ସଂସଦର ନୂଆ ଲୋକସଭା ବିଲଡିଂରେ ଅନୁପ୍ରବେଶ ଦେଖିବାକୁ ମିଳିଛି। ଲୋକସଭାର କାର୍ଯ୍ୟ ଚାଲିଥିବା ବେଳେ ଆଜି ହଠାତ୍‌ ଦୁଇ ଜଣ ଯୁବକ ଏହା ଭିତରେ ପଶି ହଙ୍ଗାମା…