ନକ୍ସଲଙ୍କୁ ଜଗିବ ଡ୍ରୋନ୍, ଗତିବିଧି ଉପରେ ରଖିବ ନଜର
ସରିଲା ଦିନିକିଆ ମାଓ ମୁକାବିଲା। DGPଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମାଓ ଦମନ ରଣ ନୀତି ପ୍ରସ୍ତୁତ ହୋଇଛି। ଫୋକରେ ରହିଛି ବୌଦ୍ଧ। ସେଠାରେ ହେବାକୁ ଯାଉଛି କ୍ୟାମ୍ପ। ୨୦୨୪ ନିର୍ବାଚନରେ କିଭଳି ସୁରୁଖୁରରେ ହେବ ଓ ମାଓ ପ୍ରଭାବକୁ ମୁକାବିଲା…
ସରିଲା ଦିନିକିଆ ମାଓ ମୁକାବିଲା। DGPଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମାଓ ଦମନ ରଣ ନୀତି ପ୍ରସ୍ତୁତ ହୋଇଛି। ଫୋକରେ ରହିଛି ବୌଦ୍ଧ। ସେଠାରେ ହେବାକୁ ଯାଉଛି କ୍ୟାମ୍ପ। ୨୦୨୪ ନିର୍ବାଚନରେ କିଭଳି ସୁରୁଖୁରରେ ହେବ ଓ ମାଓ ପ୍ରଭାବକୁ ମୁକାବିଲା…
ଭୁବନେଶ୍ୱର: ସ୍ଥାନୀୟ ମଠ, ମନ୍ଦିର ଓ ସଂଖ୍ୟାଲଘୁ ପୂଜାସ୍ଥଳୀର ହେବ ରୂପାନ୍ତର । ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର…
ଥମୁନି ମଦ ମାଫିଆଙ୍କ ଗୁଣ୍ଡାରାଜ। ମଦମୁକ୍ତ ଆଇନ ଲାଗୁ ହୋଇଥିଲେ ମଧ୍ୟ ବିହାରରେ ଦିନକୁ ମଦ ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି। ସାଧାରଣ ଲୋକ ତ ଦୂରର କଥା ଏମାନେ ପୁଲିସକର୍ମୀଙ୍କୁ ମଧ୍ୟ ଛାଡୁନାହାନ୍ତି। ଚେକିଂ ବେଳେ ଧରାପଡିଯିବା ଭୟରେ ଏହି…
ଦେଶରେ ପ୍ରଚଳିତ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଦେଶରେ ଆଇପିସି, ସିଆରପିସି ଓ ଆଇଇଏ ବଦଳରେ ୩ ନୂଆ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା, ସିଆରପିସି ବଦଳରେ ଭାରତୀୟ…
ବଢ଼ିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ। ଉଭୟଙ୍କ ବିରୋଧରେ ଜାରି ହେଲା ସମନ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଓ ତେଜସ୍ୱୀଙ୍କ ବିରୋଧ…
କଟକ : କଟକ ଏସ୍ସିବି ମେଡିକାଲ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ମାଙ୍ଗାଲୋର ଠାରେ ଜେରିଆଟ୍ରିକ ସୋସାଇଟି ଅଫ ଇଣ୍ଡିଆର ୩୬ତମ ଜାତୀୟ ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି । ଜେରିଆଟ୍ରିକ ରୋଗୀ…
୨୦୨୪ ଲୋକସଭା ନିର୍ବାଚନରେ ବାରାଣସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ଦିଲ୍ଲୀରେ ବସିଥିବା INDIA…
କଟକ: କିଡନୀ ଦେବା ନାମରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ରାଣୀହାଟ ଅଞ୍ଚଳରେ। କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ଠାରୁ ୯, ୫୦,୦୦୦ ଟଙ୍କା ଠକିଥିବା…
ମହାମାରୀ କରୋନାର ନୂଆ ସବ ଭାରିଏଣ୍ଟ ଏବେ ସମସ୍ତଙ୍କ ଛାତିରେ ଛନକା ସୃଷ୍ଟି କରିଛି। କାରଣ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା JN 1 ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି। ଗୋଆ, କେରଳ ଓ ମହାରାଷ୍ଟ୍ରରେ ଏହି…
ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ହେଲେ ବାଚସ୍ପତି। ବୁଧବାର ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ସିଂ ତୋମାର। ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି…