Month: December 2023

ଆସନ୍ତା ଜାନୁଆରୀ ରୁ ମାଲକାନଗିରିକୁ ଉଡିବ ବିମାନ

ମାଲକାନଗିରି: ରାଉରକେଲା ପରେ ମାଲକାନଗିରି ରୁ ଉଡିବ ବିମାନ । ଏନେଇ ଶେଷ ହୋଇଛି ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ତେବେ ନୂଆବର୍ଷରୁ ମାଲକାନଗିରିକୁ ବିମାନ ଉଡିବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ…

ରୋଗୀ ମୃତ୍ୟୁ ପରେ କଟକ SCBରେ ଉତ୍ତେଜନା

କଟକ: କଟକ SCBରେ ଉତ୍ତେଜନା। ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁୟାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର…

ନିଲମ୍ବନ ପରେ ରାଗିଲେ ସଞ୍ଜୟ ସଂହ, କହିଲେ- କୋର୍ଟ ଯିବି

ପଦ ରଦ୍ଦ ହେବା ପରେ ରାଗିଗଲେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ। ସେ ରାଗିକି ନିଆଁ ବାଣ ହୋଇଯାଇଛନ୍ତି। ନିଲମ୍ବନକୁ ବିରୋଧ କରିବା ସହ ସେ ଏହା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି। ନବ ନିର୍ବାଚିତ…

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ

କିଟ୍ ଓ କିସରେ ଜାତୀୟ ବିଶ୍ୱବିଦ୍ୟାଳୟ ସନ୍ତରଣ ଓ ଯୋଗାସନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି। ଯୋଗାସନ ଚାମ୍ପିୟନସିପରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୨ ହଜାର ୫ଶହରୁ ଅଧିକ ପ୍ରତିଯୋଗୀ, ୩ଶହରୁ ଊର୍ଦ୍ଧ୍ୱ କୋଚ ଓ ଅଫିସିଆଲ୍ ଯୋଗ ଦେଇଥିଲେ । ଏହାସହ…

IAS ବାବା ନାମକ ଆପରେ ପୁରୀ ନାମ ଅପଭ୍ରଂଶ ଅଭିଯୋଗ ଆଣିଲେ ସେବାୟତ

ଚାଲିଛି ଶ୍ରୀମନ୍ଦିର ନାଁରେ ଅପପ୍ରଚାର । ଆପରେ ଭୁଲ ତଥ୍ୟ ଦେଖାଇ କରୁଛନ୍ତି ସନାତନ ଧର୍ମ ଉପରେ କୁଠାରଘାତ । ତେବେ ଏହିଭଳି ଅଧର୍ମ ଆଉ କେଉଁଠି ନୁହେ ପୁରୀରେ ହିଁ ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀର ଜଣେ…

ବିଜେପି ସାଂସଦ କହିଲେ- ମୁଁ ଦେଶପ୍ରେମୀ ନା’ ଦେଶଦ୍ରୋହୀ ତାହା ଲୋକେ କହିବେ

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ବିଜେପି ସାଂସଦ ପ୍ରତାପ ସିମ୍‌ହା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ସମୟରେ ସେ ଦେଶପ୍ରେମୀ ନା ଦେଶଦ୍ରୋହୀ ତାହା ଲୋକମାନେ ଶେଷରେ ସ୍ଥିର କରିବେ। ଏହି ଘଟଣା ଓ…

ଗୋମାଂସକୁ ନେଇ କାମିୟାଙ୍କ ସ୍ପଷ୍ଟୀକରଣ ପରେ ରାଜ୍ୟ ସରକାରକୁ ଘେରିଲେ ସୂର୍ଯବଂଶୀ ସୂରଜ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିୟା ଜାନୀଙ୍କ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ବିଜେଡି ନେତୃତ୍ବାଧୀନ…

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା: କରାଗଲା ମହାପ୍ରଭୁଙ୍କର ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଲା ଶ୍ରଦ୍ଧାଳୁଙ୍କ ରକ୍ତଛିଟା । ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ୧ ଘଣ୍ଟା ଲାଗି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ । କେହି…

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଜମ୍ମୁ ଓ କଶ୍ମୀରର ବାରାମୂଲାରେ ଆଜି ଘଟିଛି ଏହି ଘଟଣା। ମୃତକଙ୍କ ନାଁ ମହମ୍ମଦ ଶଫୀ ମୀର। ସେ ଜମ୍ମୁ ଓ କଶ୍ମୀର ପୁଲିସ୍‌ରେ ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରି…

୧୦ ଡିଗ୍ରୀ ତଳେ ୮ ସହର, ୬.୬ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ରାତିର ତାପମାତ୍ରା ରେ ସାମାନ୍ୟ ବୃଦ୍ଧି ଘଟିଛି । ଆଜି ୧୦ ଡିଗ୍ରୀ ତଳେ ରହିଛି ୮ ସହରର ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…