Month: December 2023

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ…

ଜାନୁୟାରୀ ୬ରେ L1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଇସ୍ରୋ ପକ୍ଷରୁ ପଠାଯାଇଥିବା ଆଦିତ୍ୟ ସୋଲାର ଅବଜରଭେଟୋରୀ ୨୦୨୪ ଜାନୁୟାରୀ ୬ରେ L1 ପଏଣ୍ଟରେ ପହଞ୍ଚିବ। ଇସ୍ରୋ ମୁଖ୍ୟ ଡ. ଏସ୍‌. ସୋମନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୬ରେ ଆଦିତ୍ୟକୁ L1 ପଏଣ୍ଟରେ…

ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ବିଜେପିର ଲକ୍ଷ୍ୟ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ବର୍ଷ ଧରି ଏକ ସ୍ଥିର ସରକାର ଥିବାରୁ ଦେଶର…

କୁସ୍ତି ମହାସଂଘକୁ ଚଳାଇବ ସ୍ୱତନ୍ତ୍ର କମିଟି

ଭାରତୀୟ କୁସ୍ତି ସଂଘର ନବ ନିର୍ବାଚିତ ସଦସ୍ୟଙ୍କୁ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିବାଦ ବଢ଼ୁଥିବା ବେଳେ ଏବେ ଭାରତୀୟ କୁସ୍ତି ମହାସଂଘକୁ ଚଳାଇବ ଗୋଟିଏ ସ୍ୱତନ୍ତ୍ର ପ୍ୟାନେଲ। ଭାରତୀୟ ଅଲିମ୍ପିକ୍ସ…

ସଞ୍ଜୟ ସିଂହଙ୍କ ନିଲମ୍ବନକୁ ସମର୍ଥନ ଜଣାଇଥିଲେ ସାକ୍ଷୀ ମଲ୍ଲିକ

କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂହଙ୍କ ନିଲମ୍ବନ ପରେ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏହାକୁ ସମର୍ଥନ ଜଣାଇଛନ୍ତି ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ। ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ…

କନ୍ଧମାଳ ଆଇଇଡି ବିସ୍ଫୋରଣ: ୨ ଏସଓଜି ଯବାନ ଗୁରୁତର

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଏହି ଘଟଣା ଘଟିଛି। ଆଜି ସକାଳେ ନକ୍ସଲ ବିରୋଧୀ…

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ: ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ । ଗତକାଲି ୧୦୩ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ସ୍ଵର୍ଗତଃ ମଲିକ ।…

କୁସ୍ତିରୁ ସନ୍ୟାସ ନେଲେ ବ୍ରିଜ ଭୂଷଣ

ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ବଡ ଆକ୍ସନ ନେଇଛି। ଏହା ପରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କୁସ୍ତିରୁ ସନ୍ୟାସ ନେଇଛନ୍ତି। ସେ ଖୋଦ୍‌ ଏହି ଘୋଷଣା କରିଛନ୍ତି। ବିଜେପି ସାଂସଦ ବ୍ରିଜଭୂଷଣ…

କୁଆଡେ ଗଲା ୨ କୋଟି ଚାକିରି? ବେରୋଜଗାରୀକୁ ନେଇ ବର୍ଷିଲେ ଖାଡ଼ଗେ

‘କୁଆଡେ ଗଲା ପ୍ରତିବର୍ଷ ୨ କୋଟି ଚାକିରି ପ୍ରତିଶ୍ରୁତି। ବେରୋଜଗାରୀ ଦେଶର ସବୁଠାରୁ ଜ୍ୱଳନ୍ତ ପ୍ରସଙ୍ଗ।’ ଏଭଳି କିଛି କହି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଟାର୍ଗେଟ କରି ଖାଡ଼ଗେ ଏକ୍ସରେ…

ନୂଆବର୍ଷରୁ ନୂଆ ନିୟମ, ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌

ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍‌। କେବଳ ଜିନ୍ସ ଟପ୍‌ ନୁହେଁ ସର୍ଟସ୍‌, ମିନି ସ୍କର୍ଟ, ମିଡି, ସ୍ଲିଭ୍‌ଲେସ୍‌ ଟପ୍‌ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ। ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ। ୨୦୨୪…