Month: December 2023

ସାରା ଦେଶରେ ଖ୍ରୀଷ୍ଟମାସ ବେଶ ଧୁମଧାମରେ ପାଳିତ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ…

ଜନ୍ମିଦନ ଭୋଜି ଖାଇବା ପରେ ବାଲିଗୁଡ଼ାରେ ଅନେକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ: ବାଲିଗୁଡ଼ାରେ ଏକ ଜନ୍ମଦିନ ପାର୍ଟିରେ ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହା ଉତ୍ସବମୁଖର ପରିସ୍ଥିତିକୁ ଫିକା କରି ଦେଇଛି। ଶୁକ୍ରବାର କଲ୍ୟାଣ ମଣ୍ଡପରେ ଏକ ଭୋଜିର ଆୟୋଜନ କରାଯାଇଥିଲା। ପାର୍ଟିର କିଛି ଘଣ୍ଟା ପରେ, ଅନେକ ଅତିଥି…

ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ, ୨ ମୃତ

କଣ୍ଟାବାଞ୍ଜି : ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ । ଡାଇରିଆରେ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ମୃତକ ପୁଡ଼ାପଦାର ଓ ମାଲିବାହାଲ ଗାଁର ମୀରା ସାହୁ ଓ ସନ୍ତୋଷ ମାଝୀ…

ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ବେଳେ ନିଜକୁ ଗୁଳି କରିଦେଲେ

ଭିଡିଓ କଲ୍‌ ବେଳେ ନିଜକୁ ନିଜେ ଗୁଳି କଲେ ଜଣେ ବ୍ୟକ୍ତି। ମଧ୍ୟରାତ୍ରରେ ବ୍ୟକ୍ତି ଜଣଙ୍କ ରାଗି ଯାଇଥିବା ପତ୍ନୀଙ୍କୁ ଫୋନରେ ବୁଝାଉଥିଲେ। କିନ୍ତୁ ହଠାତ୍‌ ଭିଡିଓ କଲ ମଝିରେ ହିଁ ସ୍ୱାମୀ ଜଣଙ୍କ ନିଜକୁ ନିଜେ ଗୁଳି କରି ଦେଇଛନ୍ତି।…

ମୁକ୍ତ ହେବେ ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ

ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା…

100ଫୁଟ ଲମ୍ବର ସାଣ୍ଟା କ୍ଳସ ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ପୁରୀ ବେଳା ଭୂମିରେ ବାଲୁକା କଳା ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାତେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ…

ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ମା’ ଯଶୋଦାଙ୍କ ହାତରନ୍ଧା ଖାଇଲେ ପ୍ରଭୁ ଶ୍ରୀକୃଷ୍ଣ

ପୁରୀ : ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୁଏ ନାନାଦି ବ୍ୟଞ୍ଜନ । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ…

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଏମ.ଏସ.ପି ବୃଦ୍ଧି ସହ କୁଇଣ୍ଟାଲ ପିଛା ୬ଶହ ବୋନସ ଦାବି

ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ…

ଦେଶରେ ଗତ ୨୪ ଘଣ୍ଟାରେ ୬୫୬ କରୋନା ପଜିଟିଭ ଚିହ୍ନଟ, ସକ୍ରିୟ ମାମଲା ୩୭୪୨

ପୁଣି ମାରାତ୍ମକ ହେବ କି କରୋନା ? ଦେଶରେ ଗତ ୨୪ ଘଣ୍ଟାରେ ୬୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ। JN.1 ସବ ଭାରିଆଣ୍ଟ ଚିନ୍ତା ବଢାଇଥିବାବେଳେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ…

କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ବର: କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ସେମାନେ ଯେତେବେଳେ ଅଯୋଧ୍ୟାରେ ନେଇ ତାଙ୍କ ବ୍ରାଣ୍ଡ ଆମ୍ବାସଡର କରିଥିଲେ, ସେତେବେଳେ କଣ ହିନ୍ଦୁତ୍ୱ କ୍ଷର୍ଣ୍ଣ ହେଉନଥିଲା କି। ତେଣୁ ସେମାନେ…