Month: December 2023

ଫ୍ରାନ୍ସରୁ ଫେରିଲେ ୨୭୬ ଭାରତୀୟ

ଫ୍ରାନ୍ସରେ ଅଟକ ବିମାନ ୪ ଦିନ ପରେ ଶେଷରେ ଭାରତ ମାଟିରେ ପହଞ୍ଚିଛି। ଗତକାଲି ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ବିମାନ ଆଜି ଭୋରରୁ ମୁମ୍ବାଇରେ ଲ୍ୟାଣ୍ଡ କରିଛି। ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ମାନବଚାଲାଣ ସନ୍ଦେହରେ ଫ୍ରାନ୍ସରେ…

ଜୀବନ ଯୁଦ୍ଧରେ ହାରିଗଲେ ସେନା ଅଧିକାରୀ, ୮ ବର୍ଷ ହେଲା କୋମାରେ ଥିଲେ

ଦୀର୍ଘ ୮ ବର୍ଷ ହେଲା ଜୀବନ ସହ ଲଢ଼େଇ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସିଂହ ନାଟ୍ଟ ଶେଷରେ ହାରି ଯାଇଛନ୍ତି। ଟେରିଟୋରିଆଲ ଆର୍ମି(ଟିଏମ) ପାଇଁ କାମ କରୁଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ୨୦୧୫ରୁ କୋମାରେ ରହିଥିଲେ। ଜମ୍ମୁ-କଶ୍ମୀରର କୁପୱାଡାରେ ସେନା…

ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା

କଟକ : ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ । ଆନନ୍ଦ ଭବନ…

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜଣାପଡ଼ିଛି ଯେ ମିଶନ ଶକ୍ତି…

ଟ୍ରାଫିକ୍‌ ଜାମରୁ ବର୍ତ୍ତିବା ପାଇଁ ନଦୀ ଭିତରେ ଚାଲିଲା ଥାର୍‌

ଆସୁଛି ନୂଆବର୍ଷ। ଆଉ ଦିନ କେଇଟା ପରେ ନୂଆବର୍ଷ ନୂଆ ସୂରୁଜ ଉଁଇବ। ନ୍ୟୁ-ଇୟର୍‌ ସେଲିବ୍ରେସନ୍‌ ପାଇଁ ଏବେ ବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଭିଡ ଜମିବାରେ ଲାଗିଛି। ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଫଳରେ ଗତ ଦୁଇ ଦିନ ହେଲା…

ଗର୍ଭବତୀଙ୍କୁ ୩ କିମି କାନ୍ଧରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରାୟଗଡା : ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି…

ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗିଗଲା ବାହାଘର

ସାମାନ୍ୟ ମଟନ ସୁପ ପାଇଁ ଭାଙ୍ଗି ଯାଇଛି ବାହାଘର। ବର ପକ୍ଷ ଲୋକ ମଟନ ସୁପ ନ ପାଇବାରୁ ଭାଙ୍ଗି ଦେଇଛନ୍ତି ବାହାଘର। କନ୍ୟା ଘର ଲୋକଙ୍କ ସହ ସେମାନେ ମଟନ ସୁପ ପାଇଁ ଝଗଡ଼ା ମଧ୍ୟ କରିଛନ୍ତି। କନ୍ୟା ଘର…

କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ…

୨୭ ବର୍ଷରେ ପାଦ ଥାପିଲା ବିଜେଡି; ରାଜ୍ୟବ୍ୟାପୀ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ । ସବୁ ପ୍ରସ୍ତୁତି ପ୍ରାୟ ସରିଛି । ପ୍ରତି…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ୭ ଦିନ ମଧ୍ୟରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ…