Month: December 2023

ଇନଷ୍ଟାଗ୍ରାମରେ ଯୁବତୀଙ୍କ ଫଟୋ ପୋଷ୍ଟକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ; ପୁଲିସ୍ ଉପରକୁ ପଥର ମାଡ଼

ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ଆରମ୍ଭ ହେଲା ମହାଭାରତ । ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ବିବାଦର ସମାଧାନ କରିବାକୁ ଆସି ପୁଲିସ୍‌ ବି ଆକ୍ରୋଶର ଶିକାର ହେଲା। ପୁଲିସ୍‌ ଉପରକୁ ଲୋକେ ପଥର ମାଡ଼…

ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ଭାରତୀୟ କୁସ୍ତି ମହାସଂଘର ସଭାପତି ଚୟନକୁ ନେଇ ଏବେବି ବିବାଦ ଜାରି ରହିଛି। ଏହାରି ଭିତରେ ଏବେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବୁଧବାର ସକାଳେ ହରିୟାଣାର ଝାଜର ଜିଲ୍ଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି…

ଗଞ୍ଜାମରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣି ଡରାଇଲାଣି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ…

ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗରେ CMC ବୈଠକରେ ହୋହଲ୍ଲା

କଟକ : କଟକ ମହାନଗର ନିଗମ ବୈଠକରେ ହୋହଲ୍ଲା । କମ୍ପିଲା ସିଏମସି ସମ୍ମିଳନୀ କକ୍ଷ। କଟକ ମହାନଗର ନିଗମର ୨୦ତମ ସାଧାରଣ ପରିଷଦ ବୈଠକ ଆରମ୍ଭରୁ ହୋ ହାଲ୍ଲା ଓ ପାଟିତୁଣ୍ଡ । ଶାସକ ଓ ବିରୋଧୀ ଦଳ କର୍ପୋରେଟର…

ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ବିଶ୍ୱ ଘଣ୍ଟା

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ଆସନ୍ତାମାସରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଅଯୋଧ୍ୟା। ଚଳଚଞ୍ଚଳ ହେଲାଣି ସମଗ୍ର ଅଯୋଧ୍ୟା ନଗରୀ। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସମଗ୍ର ରାଜ୍ୟବାସୀ ବେଶ୍‌ ଉତ୍ସୁକ…

ପୁରୀ ପରିକ୍ରମା ପ୍ରକଳ୍ପ: ମା ବିରଜା ଓ ବରାହଙ୍କୁ ନିମନ୍ତ୍ରଣ

ଯାଜପୁର: ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଛି । ଆଜି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା…

ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଭଦ୍ରକ : ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ…

ପ୍ରସାଦ ନାଁରେ ପତ୍ନୀ ଓ ପିଲାଙ୍କୁ ବିଷ ଦେଇଦେଲେ ବ୍ୟକ୍ତି, ନିଜେ ବି ଖାଇଦେଲେ

ନିଜ ପରିବାର ଲୋକଙ୍କ ବିଶ୍ୱାସରେ ବିଷ ମିଶାଇଲେ ବ୍ୟକ୍ତି। ବାବାଙ୍କ ପ୍ରସାଦ ଖାଇଲେ କରୋନ କି ଆଉ କୌଣସି ମହାମାରୀ ହେବନି ବୋଲି ପତ୍ନୀ ଓ ପିଲାଙ୍କୁ ଶୁଣାଇଲେ ଅଭୟ ବାଣୀ। ମାତ୍ର ଏଥିରେ ସେମାନେ ପ୍ରଭାବିତ ନ ହେବାରୁ ଜୋରଜବରଦସ୍ତ…

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ମାସେ ପରେ ଆଜି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଏକ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଜିଲ୍ଲା ପ୍ରଶାସନ…

ହଠାତ୍‌ ଲିକ୍‌ ହେଲା ବିଷାକ୍ତ ଗ୍ୟାସ୍‌, ୫ ଗୁରୁତର

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୫ ଗୁରୁତର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ତାମିଲନାଡ଼ୁର ଏନ୍ନୋର ଅଞ୍ଚଳରେ ଘଟିଛି। ଗତ ରାତିରେ ଏନ୍ନୋରରେ ଏକ ପାଇପ୍‌ ଲିକ୍‌ ହୋଇ ଏହି ବିଷାକ୍ତ ଗ୍ୟାସ୍‌ ବାୟୂମଣ୍ଡଳରେ ମିଶି ଯାଇଥିଲା। ଫଳରେ…