Month: November 2023

Jet Airwaysର ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ବ୍ୟାଙ୍କ ଋଣ ଠକେଇ ମାମଲାରେ ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଏହି ମାମଲାରେ ୫୩୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଆଟାଚ୍‌…

ଘର ଭିତରେ ଅଜଣା ଯୁବକର ଛୁରାମାଡ଼ରେ ନାବାଳକ ମୃତ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଦିନ ଦ୍ୱିପ୍ରହର ହେଉ କିମ୍ବା ବିଳମ୍ବିତ ରାତି ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଲୁଟ୍, ଛିନତାଇ, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟାଇବାରେ ଅପରାଧୀମାନେ ପଛଘୁଞ୍ଚା ଦେଉନାହାନ୍ତି। ଅପରାଧକୁ ନେଇ ଆଜି ଏକ ଚାଞ୍ଚଲ୍ୟକର…

ସୁଶାନ୍ତ ନନ୍ଦ ହେଲେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ

ଭୁବନେଶ୍ୱର: ଆଇଏଫଏସ୍‌ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର। ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ…

ଅପରାଧିକ ମାମଲାର ଯାଞ୍ଚ କରିପାରିବନି ସଂସଦୀୟ କମିଟି

ଅପରାଧିକ ମାମଲାର ଯାଞ୍ଚ କରିପାରିବନି ସଂସଦୀୟ ପ୍ୟାନେଲ। ଏଭଳି କିଛି ଦାବି କରି ଏଥିକ୍ସ କମିଟି ନିକଟକୁ ଚିଠି ପଠାଇଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। କ୍ୟାସ୍‌ ଫର୍‌ କ୍ୱେରୀ ମାମଲାରେ ଫଶିଥିବା ତ୍ରୁଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ…

ଭାରତୀୟ ବାୟୁସେନାରୁ ବିଦାୟ ନେଲା ‘MiG-21’

୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛି ‘MiG-21’। ପାକିସ୍ତାନକୁ ଧରାଶାୟୀ କରିଥିବା ମିଗ୍-21 ବିସନ୍ ଯୁଦ୍ଧ ବିମାନକୁ ବାୟୁସେନାରୁ ଦିଆଯାଇଛି ଅବସର। ରାଜସ୍ଥାନର ବାଡ଼ମେରସ୍ଥିତ ଉତରଲାଇ ଏୟାରବେସରୁ ଏହା ନିଜର ଶେଷ ଉଡ଼ାଣ ଭରିଛି। ପାକିସ୍ତାନକୁ ଧୂଳି ଚଟାଇଥିବା…

୧୦ତାରିଖ ପର୍ଯ୍ୟନ୍ତ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ

ଭୁବନେଶ୍ଵର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ । ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ…

ଦୁଇ ପିଲାଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ସାବତ ମା’ ସହ ବାପା ଗିରଫ

ଆଠଗଡ଼: ଦୁଇ ପୁଅଝିଅଙ୍କୁ ମାଡ ଲହୁଲୁହାଣ କରିଥିବା ସାବତ ମା’ ଓ ବାପାଙ୍କୁ ଗିରଫ କରିଛି ପୋଲିସ । କୁନି କୁନି ୨ ପୁଅ ଝିଅଙ୍କ ବାନ୍ଧି ମାଡି ମାରିଥିଲେ । ଲହୁଲୁହାଣ କରିଥିଲେ । ଏହି ଖବର ମିଡିଆ ସାମ୍ନାକୁ…

ଟ୍ରାକରୁ ଖସିଲା ସୋହେଲ୍ ଦେବ୍ ଏକ୍ସପ୍ରେସ୍

ପୁଣି ଟ୍ରାକରୁ ଖସିଲା ଟ୍ରେନ୍ । ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍ । ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ଅଘଟଣ ଘଟିଛିା ତେବେ…

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର ପ୍ରେକ୍ଷାଳୟରୁ…

୨ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨…