Month: November 2023

ନିର୍ବାଚନ ଲଢ଼ିବେନି ଜଗନ ମୋହନଙ୍କ ଭଉଣୀ

ଆଉ କିଛି ଦିନ ପରେ ତେଲେଙ୍ଗାନା ବିଧାନସଭା ଫାଇଟ୍। ଏଥିପାଇଁ ସରଗରମ ରାଜ୍ୟ ରାଜନୀତି। ଏହାରି ମଧ୍ୟରେ ୱାଇଏସଆର୍ ତେଲେଙ୍ଗାନା ପାର୍ଟି ନେଇଛି ବଡ଼ ପଦକ୍ଷେପ। ଏଥର ନିର୍ବାଚନରେ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ…

ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୋବାଇଲ ବାରଣରୁ ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ଚଣ୍ଡିଚୁଆ ଛକରେ ଥିବା ଏକ ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ । ସ୍କୁଲର ଛାତ୍ରାବାସର ୧୦ମ ଶ୍ରେଣୀର ଛାତ୍ର ସ୍କୁଲ ପରିସରରେ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା…

ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଉଠାଇ ନେଲା ପୋଲିସ

ବାରଙ୍ଗ : ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ମହିଳାଙ୍କୁ ଉଠାଇ ନେଲା ମଞ୍ଚେଶ୍ୱର ଥାନା ପୋଲିସ । ୭୦ରୁ ଅଧିକ ମହିଳାଙ୍କୁ ପୋଲିସ ଉଠାଇନେଇଛି । ୩ ପ୍ଲାଟୁନ ଫୋର୍ସ ଧରି ଚାଲିଥିଲା ଅପରେସନ୍ । ପୂର୍ବରୁ ଗାଁ ଥିଲା ପୁରୁଷ…

ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ

ସାଧାରଣ ନିର୍ବାଚନକୁ ନେଇ ପାକିସ୍ତାନରେ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି। ସାମନାକୁ ଆସିଛି ପାକିସ୍ତାନ ନିର୍ବାଚନ ତାରିଖ ।ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ। ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭି ଓ ପାକିସ୍ତାନ ନିର୍ବାଚନ…

ଧନଖଡଙ୍କୁ କ୍ଷମା ମାଗ; ରାଜ୍ୟସଭାରୁ ନିଲମ୍ବନ ମାମଲାରେ ରାଘବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍‌ କରିଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଅଗଷ୍ଟ ମାସରେ ଏହି ଘଟଣା ଘଟିଥିବା ବେଳେ…

“ମାଇଁ ଲର୍ଡ” ନ କହିଲେ ଦରମାର ଅଧା ଦେଇଦେବି: ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା “ମାଇଁ ଲର୍ଡ” ଏବଂ “ଇଓର୍ ଲର୍ଡସିପ୍” ସମ୍ବୋଧନ। ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ…

IIT-BHU କ୍ୟାମ୍ପସରେ ବିକ୍ଷୋଭ, ଛାତ୍ରୀଙ୍କୁ କିସ୍ ସହ ଟଣାଓଟରା କରାଯାଇଥିବା ଅଭିଯୋଗ

ଆଇଆଇଟି ବନାରସ ହିନ୍ଦୁ ୟୁନିଭରସିଟି କ୍ୟାମ୍ପସରେ ଉତ୍ତେଜନା। ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସ ମଧ୍ୟକୁ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଚୁମ୍ବନ ଦେବା ଏବଂ ଟଣାଓଟରା କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଅଣଛାତ୍ରଙ୍କୁ କ୍ୟାମ୍ପସ୍ ପ୍ରବେଶ…

ଲାଞ୍ଚ ନେଉଥିବା ବେଳେ ଏଜି ଅଫିସର ଅଡିଟର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ମେଡିକାଲ୍ ବିଲ୍ ପାସ୍ କରିବା ପାଇଁ ୬ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି) କାର୍ଯ୍ୟାଳୟର ଅଡିଟରଙ୍କୁ ସିବିଆଇ ଗିରଫ କରିଛି। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ସମ୍ମୁଖରୁ ଅଭିଯୁକ୍ତ ସନ୍ତୋଷ…

କରବା ଚୌଥରେ ଫେରିଲେନି ପତ୍ନୀ, ଝୁଲି ପଡ଼ିଲେ ସ୍ୱାମୀ

ସ୍ୱାମୀଙ୍କ ଲମ୍ବା ଆୟୂ କାମନା କରି ପତ୍ନୀ ରଖିଥାନ୍ତି କରବାଚୌଥ ବ୍ରତ । ରାତିରେ ଚାନ୍ଦ ଦେଖିବା ପରେ ହିଁ ପତ୍ନୀମାନେ ଏହି ବ୍ରତକୁ ଶେଷ କରିଥାନ୍ତି। ଗତ ବୁଧବାର ମହିଳାମାନେ କରବାଚୌଥ ବ୍ରତ ରଖି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍

କଟକ : ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଚଢାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ…