Month: November 2023

ଦିବ୍ୟାଙ୍ଗଙ୍କୁ ମାଡ ମାରି ଲହୁଲୁହାଣ କଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ : ସବୁ ସୀମା ଟପିଗଲା ଖଲ୍ଲିକୋଟ ପୋଲିସ । ଭୁଲିଗଲା ମଣିଷ ପଣିଆ । ଜଣେ ଦିବ୍ୟାଙ୍ଗ ଯୁବକକୁ ନିସ୍ତୁକ ଭାବେ ମାଡ ମାରି ଲହୁଲୁହାଣ କରିଛି ପୋଲିସ । ଆଉ ଉପାୟଶୂନ୍ୟ ହୋଇ ନ୍ୟାୟ ପାଇଁ ଗଞ୍ଜାମ ଏସପିଙ୍କ…

ପୂର୍ବତନ ଇସ୍ରୋ ମୁଖ୍ୟଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଏସ୍‌ ସୋମନାଥ

ପଦାରେ ପଡ଼ିଲା ଇସ୍ରୋ କଳି। ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବର୍ତ୍ତମାନ ମୁଖ୍ୟ ଏସ୍‌ ସୋମନାଥ। ୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷ କେ.ଶିବନ ଏସ୍‌ ସୋମନାଥଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ।…

ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ

ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌…

ଧରାପଡିଲା ମଣିଷଖିଆ ବାଘ

ନୂଆପଡା : ବାଘ ଆତଙ୍କରେ ଅନ୍ତ । ଧରାପଡିଲା ମଣିଷଖିଆ ବାଘ । ନୂଆପଡା ରେଞ୍ଜ ଅଫିସକୁ ଆସିଲା କଲରାପତରିଆ ବାଘ । ଗତକାଲି ରାତିରେ ବନ ବିଭାଗ ଯନ୍ତା ବସା ବହୁ ଚେଷ୍ଠା କରିବା ପରେ ବାଘକୁ ଧରିବାରେ ସଫଳ…

ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ…

ଭାରତ ବିରୋଧରେ ପୁଣି ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ଦେଲେ ବିବାଦୀୟ ବୟାନ। ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ…

ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ

ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ…

ସବୁ ଚାକିରି ନେଇଯିବ ଏଆଇ !

ଲଣ୍ଡନ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ସୁରକ୍ଷା ଉପରେ ବ୍ରିଟେନରେ ଚାଲିଥିବା ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ‌ଟେସ୍‌ଲା ଏବଂ ସ୍ପେସଏକ୍ସ ସିଇଓ ଏଲନ ମସ୍କ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ ବିଶେଷ ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟଙ୍କ…

ବେଟିଂ ଆପ୍‌ ବିବାଦ: ମହାଦେବଙ୍କୁ ବି ଛାଡି ନଥିଲା କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ଦୁର୍ନୀତିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ସହ ତାଙ୍କର କ’ଣ ସମ୍ପର୍କ ରହିଛି ତାହା କଂଗ୍ରେସ ନେତା ସ୍ପଷ୍ଟ କରନ୍ତୁ।…

ବିଜେପି ଆଦିବାସୀଙ୍କୁ ବନବାସୀ ଭାବେ ବିଚାର କରେ: ରାହୁଲ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଜ୍ୟର ବସ୍ତର ଜିଲ୍ଲାର ଜଗଦଲପୁରରେ ଏକ ରାଲି କରିଥିଲେ। ଏଠାରେ ବିଜେପି ଉପରେ ଆକ୍ରମଣ କରି ରାହୁଲ କହିଛନ୍ତି ଯେ ବିଜେପି ନେତାମାନେ ଆଦିବାସୀଙ୍କୁ ବନବାସୀ…