ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ସୁନ୍ଦରଗଡ଼: ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ବାମୀ ଶିବାଜୀ ଲାକ୍ରା ଓ ସ୍ତ୍ରୀ ଅନିତା ଲାକ୍ରା ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ,…