Month: November 2023

ପଞ୍ଚଭୂତରେ ବିଲୀନ ହେଲେ ମହେଶ୍ବର ମହାନ୍ତି

ପୁରୀ/ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି। ମରଶରୀରରେ ବଡ଼ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି। କର୍ମଭୂମିରୁ…

ବିହାରରେ ଲାଗୁ ହେବ ୭୫% ସଂରକ୍ଷଣ ବ୍ୟବସ୍ଥା!

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୬୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହୋଇପାରିବ ନାହିଁ…

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ…

ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି

କଟକ: ବରଗଡ଼ ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଘଟଣାରେ ପୁଲିସ ମହାନିର୍ଦେଶକଙ୍କୁ ଭେଟି ଫେରାଦ ହେଲା ବିଜେପି। ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ନେତୃତ୍ବରେ ମନୋଜ ମହାପାତ୍ର, ତେଜେଶ୍ବର ପରିଡ଼ା, କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ଶ୍ରୀତମ ଦାସ, ଦିଲୀପ…

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ୬ ନକ୍ସଲ ମୃତ

ରାୟପୁର : ଛତିଶଗଡ଼ରେ ମଙ୍ଗଳବାରଦିନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି ।…

କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଏସପି ଅଫିସ ଘେରିଲା କଂଗ୍ରେସ

ବରଗଡ଼: ଅମ୍ବାଭୋନା ଥାନା ଭଙ୍ଗାରୁଜ୍ଜା ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଘଟଣାକୁ ଦୁଇ ଦିନ ବିତିଯାଇଛି ହେଲେ ଏପର୍ଯ୍ୟନ୍ତ କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି ଜିଲ୍ଲା କଂଗ୍ରେସ…

ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ପାଇଁ ଭାରତ କରୁ ଉଦ୍ୟମ : ଇରାନ୍

ନୂଆଦିଲ୍ଲୀ : ମଧ୍ୟପୂର୍ବରେ ଚାଲିଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଆଲୋଚନା କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ଏହି ଯୁଦ୍ଧ ବନ୍ଦ କରିବାକୁ ଭାରତ ସରକାର ଉଦ୍ୟମ କରନ୍ତୁ ବୋଲି…

ପ୍ରିୟଙ୍କା ଗାନ୍ଧିଙ୍କୁ ଫୁଲ ବିହୀନ ତୋଡ଼ା ଉପହାର

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଫୁଲ ବିହୀନ ବୁକେ(ଫୁଲତୋଡ଼ା) ଉପହାର। ବୁକେରେ ଫୁଲ ନଥିବା ଦେଖି ହସକୁ ରୋକି ପାରିଲେନି ପ୍ରିୟଙ୍କା। ମଧ୍ୟ ପ୍ରଦେଶ ନିର୍ବାଚନୀ ରାଲିରେ ଏପରି ଏକ ବ୍ୟଙ୍ଗାତ୍ମକ ଘଟଣା ଦେଖିବାକୁ ମିଳିଛି। ଆଗକୁ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ…

ସୁନ୍ଦରଗଡ଼ ବିଜେପି ହାତରେ ଥିବାରୁ ବିକାଶ ରୋକିଛି ବିଜେଡି: ମନମୋହନ ସାମଲ

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ଜିଲ୍ଲାର ୩ଟି ବିଧାନସଭା ସୁନ୍ଦରଗଡ଼, ତଳସରା, ବୀରମିତ୍ରପୁର ଓ ଲୋକସଭା ବିଜେପି ହାତରେ। ତେଣୁ ସେମାନଙ୍କ ପ୍ରତି ଅସୂୟା ମନୋଭାବ ପୋଷଣ କରି ନବୀନ ସରକାର ଜିଲ୍ଲାର ବିକାଶକୁ ରୋକିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ ୪ ହଜାର କୋଟି…

ରାଜଧାନୀରେ ୨୪ ଘଣ୍ଟାରେ ୩ ହତ୍ୟାକାଣ୍ଡ

ଭୁବନେଶ୍ୱର:୨୪ ଘଣ୍ଟାରେ ତିନି ତିନୋଟି ହତ୍ୟାକାଣ୍ଡ । ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱର ଛାତିରେ । ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟାଙ୍କୁ ନିର୍ମମ ହତ୍ୟା । ଯେମିତି ରାଜଧାନୀରେ ଅସୁରକ୍ଷିତ ନାରୀ । ଗତକାଲି ୩…