Month: November 2023

ଇସ୍ରାଏଲ ରାତିକରେ ୪୫୦ ଟାର୍ଗେଟ୍‌ ଧ୍ବଂସ

ତେଲ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧକୁ ମଙ୍ଗଳବାର ଏକ ମାସ ପୂରିଥିବା ବେଳେ ଲଢ଼େଇ ଥମିବାର ନାଁ ଧରୁନାହିଁ। ଇସ୍ରାଏଲ ସେନା ସୋମବାର ଉତ୍ତର ଗାଜାରେ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲ ସେନା ରବିବାର ବିଳମ୍ବିତ ରାତିରେ ଘୋଷଣା…

ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର…

କ୍ଷମା ମାଗିବା ସହିତ ‘ଜନସଂଖ୍ୟା ନିୟନ୍ତ୍ରଣ ଟିପ୍ପଣୀ’ ପ୍ରତ୍ୟାହାର କଲେ ନୀତୀଶ କୁମାର

ପାଟନା: କ୍ଷମାପ୍ରାର୍ଥନା କରିବା ସହିତ ଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ଦେଇଥିବା ଟିପ୍ପଣୀକୁ ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟାହାର କରି ନେଇଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଆଜି ‘ବିଜେପି’ ବିଧାୟକମାନେ ନୀତୀଶଙ୍କୁ ବିଧାନସଭା ମଧ୍ୟକୁ ନ…

ବିଚ୍‌ ରାସ୍ତାରେ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟ୍‌

ବିଚ୍‌ ରାସ୍ତାରେ ମହିଳା ମନ୍ତ୍ରୀଙ୍କ ଠାରୁ ଲୁଟ୍‌। ରାସ୍ତା ମଝିରେ ବନ୍ଧୁକ ଦେଖାଇ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟି ନେଲେ ତାଙ୍କ ବ୍ୟକ୍ତିଗତ ଜିନିଷ। କେବଳ ସେତିକି ନୁହେଁ ତାଙ୍କ ବଡିଗାର୍ଡଙ୍କ ଠାରୁ ବନ୍ଧୁକ ମଧ୍ୟ ଛଡାଇ ନେଲେ। ଦକ୍ଷିଣ ଆଫ୍ରିକାର…

ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା

ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ଭିଡିଓ । ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଅବସଙ୍କୁ ଗତକାଲି ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣରୁ ମହମୁଦ ଆବ୍ବାସ ବର୍ତ୍ତି ଯାଇଥିବା ବେଳେ ତାଙ୍କର…

କଳହାଣ୍ଡିରେ ମହିଳାଙ୍କୁ ମାରି ଖାଇଲା ଭାଲୁ

ଧର୍ମଗଡ : ପ୍ରଥମେ ବାଘ , ଆଉ ତା ପରେ ହାତୀ ଆଉ ଏବେ ଭାଲୁ ଆତଙ୍କ ଦେଖାଦେଇଛି । ବନ୍ୟ ଜନ୍ତୁ ଗୁଡିକ ଖାଦ୍ୟ ଅନ୍ବେଶଣରେ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ ଧନଜୀବନ…

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର : ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍। ଜବତ ହୋଇଛି ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ କ୍ୟାସ । ୬୫ ଲକ୍ଷର EPF ରେ ଜମା ରାଶି ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ…

ସରିଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ: ସରିଲା ଢେଙ୍କାନାଳ ଜଗଲକ୍ଷ୍ମୀ ପୂଜା। ଆଜି ମେଲାଣି ନେବେ ମା ଲକ୍ଷ୍ମୀ । ୧୧ଦିନର ପୂଜା ପରେ ଆଜି ମେଲାଣି ନେବେ ମାଆ । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା…

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ; ଜଣେ ମୃତ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯଦିଓ ଏୟାର ବ୍ୟାଗ୍‌ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ…