Month: November 2023

ଚା’ ବିସ୍କୁଟ ନମିଳିବାରୁ ଅସ୍ତ୍ରୋପଚାର ରୁମରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଗଲେ ଡାକ୍ତର

ନାଗପୁର: ମହାରାଷ୍ଟ୍ରର ନାଗପୁରରୁ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ପରିବାର ନିୟୋଜନ (ଭାସେକ୍ଟୋମି) ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଚେତାଶୂନ୍ୟ କରିଥିବା ବେଳେ ରାଗିକି ଅସ୍ତ୍ରୋପଚାର ବିଭାଗରୁ ବାହାରି ଚାଲିଯାଇଥିଲେ। ଏହି ଘଟଣା…

ଆଉ କେତେ ତଳକୁ ଖସିବ; ନୀତୀଶଙ୍କ ବୟାନକୁ ନେଇ ଏଭଳି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ…

ବଢିଲା ଜିତୁ ପଟ୍ଟନାୟକଙ୍କ ଅଡୁଆ,ବେଆଇନ ଖଣି କାରବାର ମାମଲାରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ଇଡି

ବଢିଲା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଅଡୁଆ। ବେଆଇନ ଖଣି କାରବାର ମାମଲାରେ ଜିତେନ୍ଦ୍ର ପଟ୍ଟନାୟକ ଓ ମେସର୍ସ ବିଡି ପଟ୍ଟନାୟକଙ୍କ ବିରୋଧରେ ପ୍ରସିକ୍ୟୁସନ ଅଭିଯୋଗ ଦାୟର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପିଏମଏଲଏ ଅଧିନରେ ଇଡି ପକ୍ଷରୁ ଭୁବନେଶ୍ବରର ସ୍ବତନ୍ତ୍ର ପିଏମଏଲଏ…

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ଵର: ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ୫୦ ହଜାର ଟଙ୍କା ଜୋରିମାନା ସହ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ…

ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ

ଭୁବନେଶ୍ବର : ଡିସେମ୍ବର ୧ ତାରିଖରୁ ରାଜ୍ୟ ତମାମ ବସ୍ ଧର୍ମଘଟ । ଚଳିତ ମାସ ୧ ତାରିଖଠାରୁ ସଂଘ ଧର୍ମଘଟରୁ ଓହରି ଯାଇଥିଲା । ମାତ୍ର ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି । ବସ୍ ଧର୍ମଘଟ ନେଇ…

ହମାସ୍‌ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା

ଜେରୁଜେଲମ୍‌: ପ୍ରାୟ ମାସେ ତଳେ ସଙ୍ଗୀତ ମହୋତ୍ସବସ୍ଥଳରେ କୌଶଳକ୍ରମେ ହମାସ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା ପୁଣି ଘଟଣାସ୍ଥଳକୁ ଆସି ଆଖି ଲୁହ ଛଳଛଳ କରି ଭାବପ୍ରବଣ ହୋଇପଡ଼ିଛନ୍ତି। ‘ବାର୍‌ ଆଟେଣ୍ଡର୍‌’ ଭାବେ କାମ କରୁଥିବା ୩୦ ବର୍ଷୀୟ ମେ’…

ଟନେଲ ଭିତରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ଇସ୍ରାଏଲ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହବାରେ ଲାଗିଛି। ଏହାରି ଭିତରେ ଗାଜାର ପ୍ରମୁଖ ସ୍ଥାନରେ ପଶିଛି ଇସ୍ରାଏଲ ସେନା। ଗାଜା ସହରରେ ପଶି ହମାସ ଆତଙ୍କୀଙ୍କ ନାକେଦମ କରିବାକୁ ଯୋଜନା…

ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ କୌଣସି…

୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଯାଇ ସ୍ତ୍ରୀଙ୍କୁ ହତ୍ୟା କଲେ କନେଷ୍ଟବଳ

ବେଙ୍ଗାଲୁରୁ: ୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଦୂରରେ ଥିବା ଶଶୁରଘରକୁ ଯାଇ କର୍ଣ୍ଣାଟକ ପୁଲିସର ଜଣେ କନେଷ୍ଟବଳ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ସମ୍ପ୍ରତି ବାପଘରେ ସନ୍ତାନ ପ୍ରସବ…

ବାଘ ଚମଡା ଡିଲ ବେଳେ ୨ ମାଫିଆ ଗିରଫ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ | ୨ ବେପାରୀଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ | ଗିରଫ ୨ ଅଭିଯୁକ୍ତ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ | ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨ଟି କଲରାପତରିଆ ବାଘ…